ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର

Advertisment

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ନିକଟରେ ଦୁର୍ଘଟଣା।ଗୋଟିଏ ପାସେଞ୍ଜର ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇପଡିଛନ୍ତି ।

ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ନିକଟରେ ଦୁର୍ଘଟଣା।ଗୋଟିଏ ପାସେଞ୍ଜର ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇପଡିଛନ୍ତି ।

autoacc

representattional

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ନିକଟରେ ଦୁର୍ଘଟଣା।ଗୋଟିଏ ପାସେଞ୍ଜର ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ହୋଇପଡିଛନ୍ତି । ଗୁରୁତରମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

ମୃତକ ଜଣକ ହେଲେ ଲକ୍ଷ୍ମୀପୁର ଗ୍ରାମର ୫୨ ବର୍ଷୀୟ ମାଲୁଣି ଦାସ। ଆଜି ଅଟୋଟି ଲକ୍ଷ୍ମୀପୁରରୁ ୧୨ ଜଣ ଶ୍ରମିକଙ୍କୁ ଧରି ବାହାଡ଼ାଗୁଡା କେନାଲ କାମକୁ ଯାଉଥିଲା। ହେଲେ ହଠାତ ଦାନ ଗାଁ ନିକଟରେ ଅଟୋଟି ଓଲଟି ପଡିଥିଲା।

ଫଳରେ ଘଟଣା ସ୍ଥଳରେ ହିଁ ଜଣକ ମୃତ୍ୟୁ ହୋଇଥିଲା। ଅନ୍ୟ ପଟେ ଘଟଣା ସ୍ଥଳରେ ପୁଲିସ ପହଁଚି ମୃତଦେହ ଜବତ କରିବା ସହ ଅଟୋକୁ ଜବତ କରିଛି। ହେଲେ ଗୋଟିଏ ଅଟୋରେ ୧୨ ଜଣ ପାସେଞ୍ଜର ଯିବାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe