ଅଟୋ- କାର୍ ମୁହାଁମୁହିଁ ଧକ୍କା, ଜଣେ ଆହତ

ବୌଦ୍ଧ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୭ର ବୁରକଟା ଛକ ନିକଟରେ ଆଜି ଭୋର ପ୍ରାୟ ୪ଟା ବେଳେ ଏକ କାର ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଆହତ ହୋଇଥିବା ଜଣା ପଡିଛି।

accident

ଜହ୍ନlପଙ୍କ: ବୌଦ୍ଧ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୭ର ବୁରକଟା ଛକ ନିକଟରେ ଆଜି ଭୋର ପ୍ରାୟ ୪ଟା ବେଳେ ଏକ କାର ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଆହତ ହୋଇଥିବା ଜଣା ପଡିଛି। ସୂଚନାମତେ ବୌଦ୍ଧ ପଟୁ ବାଉଁଶୁଣି ଗ୍ରାମର ସଂଜୀବ ମେହେର ନିଜ ଅଟୋ ଯୋଗେ ନିଜ ଘରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଫଳରେ ଶ୍ରୀ ମେହେରଙ୍କ ମୁହଁରେ ଆଘାତ ଲାଗିଥିଲା। 

ଜାତୀୟ ରାଜପଥ ନଂ ୫୭ର ବୁରକଟା ଛକ ନିକଟରେ ଆଜି ଭୋର ପ୍ରାୟ ୪ଟା ବେଳେ ଏକ କାର ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଆହତ ହୋଇଥିବା ଜଣା ପଡିଛି। ସୂଚନାମତେ ବୌଦ୍ଧ ପଟୁ ବାଉଁଶୁଣି ଗ୍ରାମର ସଂଜୀବ ମେହେର ନିଜ ଅଟୋ ଯୋଗେ ନିଜ ଘରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଫଳରେ ଶ୍ରୀ ମେହେରଙ୍କ ମୁହଁରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ୧୦୮କୁ ଖବର ଦେଇଥିଲେ। ତାଙ୍କୁ ବୌଦ୍ଧ ମେଡିକାଲକୁ ନିଆ ଯାଇଥିଲା। ଏବେ ସେ ସୁସ୍ଥ ଥିବା ଜଣାପଡିଛି।

ସ୍ଥାନୀୟ ଲୋକ ୧୦୮କୁ ଖବର ଦେଇଥିଲେ। ତାଙ୍କୁ ବୌଦ୍ଧ ମେଡିକାଲକୁ ନିଆ ଯାଇଥିଲା। ଏବେ ସେ ସୁସ୍ଥ ଥିବା ଜଣାପଡିଛି। ଜହ୍ନlପଙ୍କ ଫାଣ୍ଡି ଅଧିକାରୀ ପ୍ରାଣବନ୍ଧୁ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଘଟଣା ସ୍ଥଳରୁ କାର ଡ୍ରାଇଭର ଓ ଯାତ୍ରୀ ଫେରାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe