ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନିଖୋଜ

Advertisment

ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନିଖୋଜ। ଦେଶୀ ଡ଼ଙ୍ଗା ସାହାଯ୍ୟରେ ନଦୀରେ ମାଛ ଜାଲ ପକାଇ ଫେରୁଥିବା ବେଳେ ଘଟିଛି ଅଘଟଣ। ନିଖୋଜ ଯୁବକ ହେଲେ ତଳପଦର ଗ୍ରାମର ରାମୁ ପାଙ୍ଗି (୨୭)।

ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନିଖୋଜ। ଦେଶୀ ଡ଼ଙ୍ଗା ସାହାଯ୍ୟରେ ନଦୀରେ ମାଛ ଜାଲ ପକାଇ ଫେରୁଥିବା ବେଳେ ଘଟିଛି ଅଘଟଣ। ନିଖୋଜ ଯୁବକ ହେଲେ ତଳପଦର ଗ୍ରାମର ରାମୁ ପାଙ୍ଗି (୨୭)।

bali

ଚିତ୍ରକୋଣ୍ଡା: ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନିଖୋଜ। ଦେଶୀ ଡ଼ଙ୍ଗା ସାହାଯ୍ୟରେ ନଦୀରେ ମାଛ ଜାଲ ପକାଇ ଫେରୁଥିବା ବେଳେ ଘଟିଛି ଅଘଟଣ। ନିଖୋଜ ଯୁବକ ହେଲେ ତଳପଦର ଗ୍ରାମର ରାମଚନ୍ଦ୍ର ପାଙ୍ଗି (୨୭)। ଡ଼ାଇକ୩ ନଦୀରେ ନିଖୋଜ ଯୁବକଙ୍କୁ ଖୋଜୁଛନ୍ତି ଗ୍ରାମବାସୀ।

ସୂଚନା ଅନୁଯାୟୀ, ଏକ ଦେଶୀ ଡଙ୍ଗାରେ ନାକାମାମୁଡ଼ିରୁ ତାଳପଦରକୁ ୫ ଜଣ ଯାତ୍ରା କରୁଥିଲେ` ଏହି ସମୟରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଡଙ୍ଗାରେ ଥିବା ୫ ଜଣଙ୍କ ମଧ୍ୟରୁ ୪ଜଣ ପହଁରି ପହଁରି ସୁରକ୍ଷିତ ଭାବେ କୂଳରେ ପହଞ୍ଚିଥିବା ବେଳେ ଜଣେ ନିଖୋଜ ହୋଇଯାଇଥିଲେ। ନିଖୋଜ ବ୍ୟକ୍ତି ଜଣଙ୍କ ରାମଚନ୍ଦ୍ର ପାଙ୍ଗି ବୋଲି ଜଣାପଡିଛି। ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା, ସନ୍ଧ୍ୟା ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା କୋରକୁଣ୍ଡା ଅଗ୍ନିଶମ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ସହ  ନିଖୋଜ ବ୍ୟକ୍ତିଙ୍କ ତଲାସୀ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe