ଆସିଲା ଆଉ ତିନିଟି ଏକଜିଟ ପୋଲ ରିପୋର୍ଟ; ସବୁଥିରେ ଏନ୍‌ଡିଏକୁ ବହୁମତ ମିଳିବାର ସଙ୍କେତ

Advertisment
ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇ ବଲିଉଡର ହିମ୍ୟାନ୍  କହିଲେ ‘ଫକୀର ବାଦଶାହା’

Business Today

ନୂଆଦିଲ୍ଲୀ: ଆସିଲା ଆଉ ତିନିଟି ଏକଜିଟ ପୋଲ ରିପୋର୍ଟ। ନ୍ୟୁଜଏକ୍ସର ଏକଜିଟ୍‌ ପୋଲ ରିପୋର୍ଟ ଅନୁଯାୟୀ ଏନ୍‌ଡିଏ ୨୪୨, ୟୁପିଏ ୧୬୪ ଓ ଅନ୍ୟାନ୍ୟକୁ ୧୩୬ଟି ଆସନ ଦେଇଛି।। ସେହିପରି ନ୍ୟୁଜ୧୮ର ଏକଜିଟ୍‌ ପୋଲ୍‌ର ସର୍ଭେ ଅନୁଯାୟୀ ଏନ୍‌ଡିଏ ୨୯୨ରୁ ୩୧୨, ୟୁପିଏ ୬୨ରୁ ୭୨ ଓ ଅନ୍ୟାନ୍ୟ ୧୬୨ରୁ ୧୬୮ଟି ଆସନ ଲାଭ କରି ପାରେ।

ତେବେ ନ୍ୟୁଏକ୍ସ ଏନ୍‌ଡିଏକୁ ବହୁମତ ଦେଇ ନଥିବା ବେଳେ ନ୍ୟୁଜ୧୮ ଏନ୍‌ଡିଏକୁ ବହୁମତରେ ସରକାର ଗଠନ କରିବ ବୋଲି କହିଛି। ନ୍ୟୁନେସନ୍‌ ଏକଜିଟ୍‌ ପୋଲ ସର୍ଭେ ଅନୁଯାୟୀ ଏନ୍‌ଡିଏ ୨୮୨ରୁ୨୯୦, ୟୁପିଏ ୧୧୮ରୁ ୧୨୬ ଓ ଅନ୍ୟାନ୍ୟ ୧୩୦ରୁ ୧୩୮ଟି ଆସନରେ ବିଜୟ ଲାଭ କରିବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe