ହାଇଓ୍ବାକୁ ଧକ୍କା ଦେଲା ପିକ୍‌ଅପ୍‌; ପିକ୍‌ଅପ୍‌ ଚାଳକ ମୃତ

ବିଜୁ ଏକ୍ସପ୍ରେସ୍‌ ଓ୍ବେ ୧୦ ନଂ ରାଜ୍ୟ ରାଜପଥ କୁତ୍ରା ଥାନା ଅଧୀନସ୍ଥ ଗମ୍ଭାରଡିହି ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ରାତି ୯ ଟାରେ ଏକ ହାଇୱାକୁ ପିକ୍‌କପ୍‌ ଧକ୍କାଦେଇଥିଲା। ଫଳରେ ପିକ୍‌ଅପ୍‌ ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।

Hiwa-Bullet head-on collision: One dead, one seriously injured

Hiwa-Bullet head-on collision: One dead, one seriously injured Photograph: (sambad.in)

କୁତ୍ରା: ବିଜୁ ଏକ୍ସପ୍ରେସ୍‌ ଓ୍ବେ ୧୦ ନଂ ରାଜ୍ୟ ରାଜପଥ କୁତ୍ରା ଥାନା ଅଧୀନସ୍ଥ ଗମ୍ଭାରଡିହି ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ରାତି ୯ ଟାରେ ଏକ ହାଇୱାକୁ ପିକ୍‌କପ୍‌ ଧକ୍କାଦେଇଥିଲା। ଫଳରେ ପିକ୍‌ଅପ୍‌ ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ରାଜଗାଙ୍ଗପୁର ଲାଖୁଆପଡ଼ାର ସୁବାସ ବୋଲି ସୂଚନା ମିଳିଛି।

ବିଜୁ ଏକ୍ସପ୍ରେସ୍‌ ଓ୍ବେ ୧୦ ନଂ ରାଜ୍ୟ ରାଜପଥ କୁତ୍ରା ଥାନା ଅଧୀନସ୍ଥ ଗମ୍ଭାରଡିହି ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ରାତି ୯ ଟାରେ ଏକ ହାଇୱାକୁ ପିକ୍‌କପ୍‌ ଧକ୍କାଦେଇଥିଲା। ଫଳରେ ପିକ୍‌ଅପ୍‌ ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ରାଜଗାଙ୍ଗପୁର ଲାଖୁଆପଡ଼ାର ସୁବାସ ବୋଲି ସୂଚନା ମିଳିଛି। ସୁନ୍ଦରଗଡ଼ରୁ ରାଜଗାଙ୍ଗପୁର ଆଡ଼କୁ ଆସୁଥିବା ଏକ ହାଇଓ୍ବାକୁ ଭାରସାମ୍ୟ ହରାଇ ପଛପଟୁ ଏକ ପିକ୍ଅପ୍ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ରାସ୍ତାରୋକ କରିଥିଲେ।

ସୁନ୍ଦରଗଡ଼ରୁ ରାଜଗାଙ୍ଗପୁର ଆଡ଼କୁ ଆସୁଥିବା ଏକ ହାଇଓ୍ବାକୁ ଭାରସାମ୍ୟ ହରାଇ ପଛପଟୁ ଏକ ପିକ୍ଅପ୍ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ରାସ୍ତାରୋକ କରିଥିଲେ। ଖବର ପାଇ ଘଟଣାସ୍ଥଳରେ କୁତ୍ରା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe