ଭୁବନେଶ୍ୱର: ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ବିଜୟ ଲାଭ କରିଛନ୍ତି। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ଠାରୁ ସେ ୧୧, ୭୧୪ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି।
ପୁରୀ ଲୋକସଭା ଆସନରେ ପିନାକୀ ମିଶ୍ର ବିଜୟୀ
Advertisment
Follow Us