ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପକ୍ଷରୁ ୨୨ରେ ବିଶାଳ କାର୍ଯ୍ୟକ୍ରମ

Advertisment

ଶ୍ରୀଜଗନ୍ନାଥଙ୍କ ଦିବ୍ୟଚେତନାର ପ୍ରଚାର ଲାଗି ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପକ୍ଷରୁ ଯାଜପୁର ଶଙ୍ଖଚିଲ ହିଙ୍ଗୁଳା ମନ୍ଦିର ପରିସରରେ ଆଗାମୀ ୨୨ ତାରିଖରେ ଏକ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଯୁବ ଚେତନା ଶିକ୍ଷା ଶିବିର ଆୟୋଜିତ ହେବ।

sa

ଯାଜପୁର: ଶ୍ରୀଜଗନ୍ନାଥଙ୍କ ଦିବ୍ୟଚେତନାର ପ୍ରଚାର ଲାଗି ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପକ୍ଷରୁ ଯାଜପୁର ଶଙ୍ଖଚିଲ ହିଙ୍ଗୁଳା ମନ୍ଦିର ପରିସରରେ ଆଗାମୀ ୨୨ ତାରିଖରେ ଏକ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଯୁବ ଚେତନା ଶିକ୍ଷା ଶିବିର ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ସେବାୟତ ରାମଚନ୍ଦ୍ର ଦାସମହାପାତ୍ର, ଭାସ୍କର ମିଶ୍ର, ବିଶ୍ବନାଥ ସାମନ୍ତରା ଓ ଅଭିନେତା କୁନା ତ୍ରିପାଠୀ ଯୋଗ ଦେଇ ପ୍ରଶିକ୍ଷଣ ଦେବେ। ଏଥିରେ ୩୦୦ରୁ ଅଧିକ ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ହୋଇଛି।

 ଏଥିପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଡକ୍ଟର ଶରତ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ଗଣେଶ୍ବର ପରିଡ଼ା, ବଂଶୀଧର ପରିଡ଼ା, ହେମନ୍ତ ସୂତାର, ଲିଙ୍ଗରାଜ ପତି, ଗଣେଶ୍ବର ବେହେରା, ଭରତ ନାଥ, ଇନ୍ଦ୍ରମଣି ମହାନ୍ତି,ନଟବର ମଲ୍ଲିକ ଓ ପ୍ରଫୁଲ୍ଲ ସାହୁ ପ୍ରମୁଖ ଚାରଣମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe