୨ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ୟୁନିଟ୍‌-୪ ମସଜିଦ୍‌ କଲୋନିରେ ଥିବା ଏସ୍‌ବିଆଇ ସାମ୍ନାରୁ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

Patrika

କଟକ: ବଡମ୍ବା ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଏକ ବଡ଼ଧରଣର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପଲ୍‌ସର ବାଇକ୍‌ରେ ଆସି ଲୁଟେରାମାନେ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା କଟକ ଜିଲ୍ଲାର ବଡମ୍ବା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବଡ଼ବାରସିଂହ ଗାଁର ଜଣେ ଲୋକ ଏହି ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟ ପରେ ଲୁଟେରାମାନେ ଘଟଣାସ୍ଥଳରୁ ହଠାତ ଦ୍ରୁତ ଗତିରେ ପଳାୟନ କରିଛନ୍ତି। ଏତଲା ପରେ ମାମଲା ରୁଜୁ କରି ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe