ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖାନା ପୁଲିସ କୁରୁମପୁରୀଠାରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୫ ଜଣଙ୍କୁ ଗିରଫ କରିଥିବା ବେଳେ ୨୭ ହଜାର ୭୯୦ ଟଙ୍କା ଜବତ କରାଯାଇଛି।
କୁରୁମପୁରୀ ଠାରେ ଥିବା ଏକ ଜଙ୍ଗଳରେ ଜୁଆଖେଳ ହୋଇଥିବା ଲଖନା ପୁଲିସ ଖବର ପାଇଥିଲା। ଲଖାନା ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରିଥିବା ବେଳେ ସେଠାରେ ୧୫ ଜଣ ଜୁଆଡିଙ୍କୁ ଗିରଫ କରିଥିଲା। ଏହାଛଡ଼ା ସେମାନଙ୍କଠାରୁ ୨୭ ହଜାର ୭୯୦ ଟଙ୍କା ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁରୁମପୁରୀ ଠାରେ ଥିବା ଏକ ଜଙ୍ଗଳରେ ଜୁଆଖେଳ ହୋଇଥିବା ଲଖାନା ପୁଲିସ ଖବର ପାଇଥିଲା। ଲଖାନା ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରିଥିବା ବେଳେ ସେଠାରେ ୧୫ ଜଣ ଜୁଆଡିଙ୍କୁ ଗିରଫ କରିଥିଲା। ଏହାଛଡ଼ା ସେମାନଙ୍କଠାରୁ ୨୭ ହଜାର ୭୯୦ ଟଙ୍କା ଜବତ କରାଯାଇଛି।
Follow Us