ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମସି ପକ୍ଷରୁ ଚଢ଼ାଉ

ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ବିକ୍ରି ଅଭିଯୋଗ ହେବା ପରେ ବିଏମସି ପକ୍ଷରୁ କେତେକ ସ୍ଥାନରେ ଚଢ଼ାଉ କରାଯାଉଛି।

ଅଦ୍ୟତନ ହୋଇଛି
ସ୍ବଚ୍ଛ ସର୍ବେକ୍ଷଣ ୨୦୨୪: ଚୁଲିକୁ ଯାଇଛି ପଲିଥିନ୍‌ କଟକଣା

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ବିକ୍ରି ଅଭିଯୋଗ ହେବା ପରେ ବିଏମସି ପକ୍ଷରୁ କେତେକ ସ୍ଥାନରେ ଚଢ଼ାଉ କରାଯାଉଛି। ଏହାଛଡ଼ା କେତେକ ଫାଷ୍ଟଫୁଡ୍ ଦୋକାନରେ ବି ଫୁଡ୍ ସେଫ୍ଟି କମିଶନର୍‌ ଖାଦ୍ୟର ଯାଞ୍ଚ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ରସୁଲଗଡ଼, ନୟାପଲ୍ଲୀ, ବରମୁଣ୍ଡା ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ଚଢ଼ାଉ କରାଯାଇ ସେଠାରୁ ବିପୁଳ ପରିମାଣର ବାସି ଖାଦ୍ୟ ଓ ରଙ୍ଗ ମିଶା ଖାଦ୍ୟ ନଷ୍ଟ କରାଯାଇଛି। ଏନେଇ ସଂପୃକ୍ତ ଦୋକାନୀଙ୍କୁ ତାଗିଦ୍ ବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe