କେଉଁଝର କୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ବି ଜେଲରୁ ବାହାରିବେନି ରାଜା ଚକ୍ର

Advertisment

ରାଜା ଚକ୍ର ଜାମିନରେ ବାହାରିବା ବାଟ ଫିଟି ନାହିଁ। କେଉଁଝର କୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ କିଛି ଦିନ ପାଇଁ ଜେଲ୍ ବାହାରକୁ ଆସିବାର ସମ୍ଭାବନା ସୃଷ୍ଟି ହୋଇଥିଲା।

raja

ବାଲେଶ୍ଵର: ରାଜା ଚକ୍ର ଜାମିନରେ ବାହାରିବା ବାଟ ଫିଟି ନାହିଁ। କେଉଁଝର କୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ କିଛି ଦିନ ପାଇଁ ଜେଲ୍ ବାହାରକୁ ଆସିବାର ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ଏଥିରେ ଟିକେ ପରିବର୍ତ୍ତନ ଘଟିଛି।

କେଉଁଝର ଓ ବାଲେଶ୍ଵରରେ ଦୁଇଟି ବିଚାର ଚାଲିଛି। ବାଲେଶ୍ଵର ଓପିଆଇଡି କୋର୍ଟରେ ଜାମିନ୍ ନାମଞ୍ଜୁର ହେବା ପରେ ହାଇକୋର୍ଟ ଦ୍ବାରସ୍ଥ ହୋଇଛନ୍ତି ରାଜା ଚକ୍ର। ତେଣୁ ହାଇକୋର୍ଟ ଜାମିନ ମଞ୍ଜୁର କଲା ପରେ ଯାଇ ଜେଲ୍ ରୁ ଜାମିନ୍ ରେ ଆସିବେ ରାଜା ଚକ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe