ସମ୍ବାଦ ଆମ ଓଡ଼ିଶା ତରଫରୁ କାମାକ୍ଷାନଗରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ

Advertisment

ସମ୍ବାଦ ଆମ ଓଡ଼ିଶା ତରଫରୁ କାମାକ୍ଷାନଗରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାମାକ୍ଷାନଗର ବ୍ଲକ କାନପୁରା ଉଚ୍ଚ ବିଦ୍ୟାଳୟରେ ଭାଇ ହାତରେ ରାଖୀ ବାନ୍ଧିଛନ୍ତି ଭଉଣୀ। ଏହି ଅବସରରେ ନିଶା ଠାରୁ ଦୂରେଇ ରହିବା ଉପରେ କରିଛନ୍ତି ବି ପ୍ରତିଜ୍ଞା ।

ସମ୍ବାଦ ଆମ ଓଡ଼ିଶା ତରଫରୁ କାମାକ୍ଷାନଗରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାମାକ୍ଷାନଗର ବ୍ଲକ କାନପୁରା ଉଚ୍ଚ ବିଦ୍ୟାଳୟରେ ଭାଇ ହାତରେ ରାଖୀ ବାନ୍ଧିଛନ୍ତି ଭଉଣୀ। ଏହି ଅବସରରେ ନିଶା ଠାରୁ ଦୂରେଇ ରହିବା ଉପରେ କରିଛନ୍ତି ବି ପ୍ରତିଜ୍ଞା ।

Untitled

କାମାକ୍ଷାନଗର: ପବିତ୍ର ରାଖୀ ପୂର୍ଣ୍ଣିମା ଅଵସରରେ ସମ୍ବାଦ ଆମ ଓଡ଼ିଶା ତରଫରୁ ସାରା ରାଜ୍ୟରେ ନିଶା ନିବାରଣ ବ୍ରତ ଅବସରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କାମାକ୍ଷାନଗର ବ୍ଲକ କାନପୁରା ଉଚ୍ଚ ବିଦ୍ୟାଳୟରେ ଭାଇ ହାତରେ ରାଖୀ ବାନ୍ଧିଛନ୍ତି ଭଉଣୀ। ଏହି ଅବସରରେ ନିଶା ଠାରୁ ଦୂରେଇ ରହିବା ଉପରେ କରିଛନ୍ତି ବି ପ୍ରତିଜ୍ଞା ।

ପବିତ୍ର ରାଖୀ ପୂର୍ଣ୍ଣିମା ଅଵସରରେ ସମ୍ବାଦ ଆମ ଓଡ଼ିଶା ତରଫରୁ ସାରା ରାଜ୍ୟରେ ନିଶା ନିବାରଣ ବ୍ରତ ଅବସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ କାମାକ୍ଷାନଗର ବ୍ଲକ କାନପୁରା ଉଚ୍ଚ ବିଦ୍ୟାଳୟରେ ଭାଇ ହାତରେ ରାଖୀ ବାନ୍ଧିଛନ୍ତି ଭଉଣୀ। ଏହି ଅବସରରେ ନିଶା ଠାରୁ ଦୂରେଇ ରହିବା ଉପରେ କରିଛନ୍ତି ବି ପ୍ରତିଜ୍ଞା । ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ କାମାକ୍ଷାନଗର ଅଂଚଳରୁ ବିଭିନ୍ନ ବର୍ଗର ଭଉଣୀ ଓ ଭାଇମାନେ ଉପସ୍ଥିତ ଥିଲେ ।ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମୁହିକ ଭାବରେ ରାଖୀ ବାନ୍ଧିଥିଲେ।

 ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ କାମାକ୍ଷାନଗର ଅଂଚଳରୁ ବିଭିନ୍ନ ବର୍ଗର ଭଉଣୀ ଓ ଭାଇମାନେ ଉପସ୍ଥିତ ଥିଲେ ।ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମୁହିକ ଭାବରେ ରାଖୀ ବାନ୍ଧିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe