ବିରଳ ଏଣ୍ଡୁଅ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧୀନସ୍ଥ ପାଟଖଲିଆ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ମଧ୍ୟରେ ଥିବା ବନ୍ଧକଣା ଗ୍ରାମର ମକା ବାଡ଼ିରୁ ଗ୍ରାମବାସୀ ଏକ ବିରଳ ଏଣ୍ଡୁଅ ଉଦ୍ଧାର କରିଛନ୍ତି।

Untitled

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧୀନସ୍ଥ ପାଟଖଲିଆ ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ମଧ୍ୟରେ ଥିବା ବନ୍ଧକଣା ଗ୍ରାମର ମକା ବାଡ଼ିରୁ ଗ୍ରାମବାସୀ ଏକ ବିରଳ ଏଣ୍ଡୁଅ ଉଦ୍ଧାର କରିଛନ୍ତି। ଏହି ଏଣ୍ଡୁଅର ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବା ପରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ହୋଇଥିଲା।

ଗ୍ରାମବାସୀ ଉକ୍ତ ବିରଳ ଏଣ୍ଡୁଅକୁ ବନ ବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ ଚନ୍ଦାହାଣ୍ଡି ଫରେଷ୍ଟରଙ୍କୁ ଫୋନ କରିଥିବା ସମାଜସେବୀ ପ୍ରଦୀପ ଦାଶ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe