ଯାହାକୁ ଯେଉଁ ଦାୟିତ୍ୱ ଦେବେ ମୁଖ୍ୟମନ୍ତ୍ରୀ, ତାକୁ ନିଷ୍ଠାର ସହ ପାଳନ କରିବୁ: ନିତ୍ୟାନନ୍ଦ ଗଣ୍ଡ

Advertisment

ମନ୍ତ୍ରୀ ପଦ ଅଦଳବଦଳକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ, ସେ କାହାକୁ କେଉଁ ଦାୟିତ୍ୱ ଦେବେ।

ମନ୍ତ୍ରୀ ପଦ ଅଦଳବଦଳକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ, ସେ କାହାକୁ କେଉଁ ଦାୟିତ୍ୱ ଦେବେ।

Newwtt (13)

ଭୁବନେଶ୍ବର: ମନ୍ତ୍ରୀ ପଦ ଅଦଳବଦଳକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ, ସେ କାହାକୁ କେଉଁ ଦାୟିତ୍ୱ ଦେବେ। ରାଜ୍ୟର ଭଲ ପାଇଁ ଚିନ୍ତା କରିବେ ମୁଖ୍ୟମନ୍ତ୍ରୀ। ଯାହା ହେବ ରାଜ୍ୟର ଭଲ ପାଇଁ ହେବ। ଏଥିପାଇଁ କେହି ବି ଲାଳାୟିତ ହେବା ଉଚିତ ନୁହେଁ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ, ସେ କାହାକୁ କେଉଁ ଦାୟିତ୍ୱ ଦେବେ। ରାଜ୍ୟର ଭଲ ପାଇଁ ଚିନ୍ତା କରିବେ ମୁଖ୍ୟମନ୍ତ୍ରୀ। ଯାହା ହେବ ରାଜ୍ୟର ଭଲ ପାଇଁ ହେବ। ଏଥିପାଇଁ କେହି ବି ଲାଳାୟିତ ହେବା ଉଚିତ ନୁହେଁ। ଯାହାକୁ ଯେଉଁ ଦାୟିତ୍ୱ ଦେବେ ତାକୁ କେମିତି ନିଷ୍ଠାର ସହ ପାଳନ କରିବୁ ସେ ଦିଗରେ ସମସ୍ତେ କାର୍ଯ୍ୟ କରିବୁ।

ଯାହାକୁ ଯେଉଁ ଦାୟିତ୍ୱ ଦେବେ ତାକୁ କେମିତି ନିଷ୍ଠାର ସହ ପାଳନ କରିବୁ ସେ ଦିଗରେ ସମସ୍ତେ କାର୍ଯ୍ୟ କରିବୁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଶ୍ରୀ ଗଣ୍ଡ କହିଛନ୍ତି, ବିଭାଗର ଯାହା ଉପଲବ୍ଧି ରହିଛି ତାହା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅନେକ ପଦକ୍ଷେପ ନେଇଛି। ଶିକ୍ଷକ ନିଯୁକ୍ତି ଠାରୁ ଆରମ୍ଭ କରି ଜାତୀୟ ଶିକ୍ଷା ନୀତି ଲାଗୁ ପର୍ଯ୍ୟନ୍ତ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ଅଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ଯାହା ମାଗିଛନ୍ତି ତାହା ଜଣେଇବୁ। ମନ୍ତ୍ରୀ ଭାବେ ଅନେକ ଥର ଜିଲ୍ଲାଗସ୍ତ କରିଛୁ। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ ଏହା ଦ୍ୱାରା ଆମ ଦକ୍ଷତାରେ ଉନ୍ନତି ଆସିବ। ଲୋକଙ୍କ ସେବା ଦେବାରେ ଅଧିକ ସହାୟ ହେବ।

BJP

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe