High Court
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଜାଲି ନିଯୁକ୍ତି ମାମଲା ତଦନ୍ତର ଶିଥିଳତା ନେଇ କେନ୍ଦ୍ରାପଡ଼ା ଏସପିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଜବାବ୍ ତଲବ କରିଥିବା ଜଣାଯାଇଛି। କଣ ପାଇଁ ଦୁଇ ବର୍ଷ ହେଲା ତଦନ୍ତ ସରୁନି ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ କାହିଁକି ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନିଆନଯିବ ସେ ନେଇ ପ୍ରଶ୍ନ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।
ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଜାଲି ନିଯୁକ୍ତି ମାମଲା ତଦନ୍ତର ଶିଥିଳତା ନେଇ କେନ୍ଦ୍ରାପଡ଼ା ଏସପିଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଜବାବ୍ ତଲବ କରିଥିବା ଜଣାଯାଇଛି। କଣ ପାଇଁ ଦୁଇ ବର୍ଷ ହେଲା ତଦନ୍ତ ସରୁନି ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ କାହିଁକି ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନିଆନଯିବ ସେ ନେଇ ପ୍ରଶ୍ନ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।
କୋର୍ଟଙ୍କ ଆଦେଶକୁ କାହିଁକି ଏଡାଇଦିଆଯାଉଛି,ସେନେଇ କେନ୍ଦ୍ରାପଡ଼ା ଏସପିଙ୍କୁ ସତ୍ୟପାଠ ଦେବା ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
Follow Us