ଭୁବନେଶ୍ୱର: ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର କଲମ ଛାଡ଼ ଆନ୍ଦୋଳନ

Advertisment
ଭୁବନେଶ୍ୱର: ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର କଲମ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର: ଟାଙ୍ଗୀ ତହସିଲ ଅନ୍ତର୍ଗତ ଅଚ୍ୟୁତପୁର ରାଜସ୍ୱ ନିରୀକ୍ଷକ ଅଜୟ କୁମାର ସାହୁଙ୍କ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବି ନେଇ ଆଜି ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ , ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ କଲମ ଛାଡ଼ ଆନ୍ଦାଳନ କରାଯାଇଛି। ସଂଘ ପକ୍ଷରୁ ରାଜସ୍ୱ ନିରୀକ୍ଷକ ଶ୍ରୀ ସାହୁଙ୍କ ଆକ୍ରମଣକାରୀଙ୍କୁ ଗିରଫ, ଟାଙ୍ଗୀ ତହସିଲଦାରଙ୍କୁ ନିଳମ୍ବନ ସହିତ ଲଘୁ ଖଣିଜ ଦ୍ରବ୍ୟ ଲୁଣ୍ଠନ ରୋକିବା ପାଇଁ ସ୍ୱତନ୍ତ୍ର ସ୍କାଡ୍‌ ଗଠନ ଦାବି ନେଇ ବିପିନ ବିହାରୀ ତ୍ରିପାଠୀଙ୍କ ନେତୃତ୍ୱରେ ସଂଘ ର ସଦସ୍ୟମାନେ କଲମ ଛାଡ଼ ଆନ୍ଦୋଳନ କରିବା ସହିତ ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe