ରାଉରକେଲା ବାର୍‌ ଆସୋସିଏସନ୍‌ ନିର୍ବାଚନ: ସଦାନନ୍ଦ ସଭାପତି, ଦେବାନନ୍ଦ ସମ୍ପାଦକ

ଶାନ୍ତିଶୃଙ୍ଖଳାର ସହ ଆଜି ରାଉରକେଲା ବାର୍‌ ଆସୋସିଏସନ୍‌ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ସଦାନନ୍ଦ ସାହୁ, ସମ୍ପାଦକ ଦେବାନନ୍ଦ ତନ୍ତୀ ଓ ଉପସଭାପତି ରାଜକିଶୋର ପ୍ରଧାନ ପୁଣିଥରେ ବାଜିମାତ୍‌ ମାରିଛନ୍ତି। ସଭାପତି ଭାବେ ୩ ଆଇନଜୀବୀ ପ୍ରତିଦ୍ବନ୍ଦିତା କରିଥିଲେ। ସଦାନନ୍ଦ ସାହୁ ୩୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।

bji

ରାଉରକେଲା: ଶାନ୍ତିଶୃଙ୍ଖଳାର ସହ ଆଜି ରାଉରକେଲା ବାର୍‌ ଆସୋସିଏସନ୍‌ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ସଦାନନ୍ଦ ସାହୁ, ସମ୍ପାଦକ ଦେବାନନ୍ଦ ତନ୍ତୀ ଓ ଉପସଭାପତି ରାଜକିଶୋର ପ୍ରଧାନ ପୁଣିଥରେ ବାଜିମାତ୍‌ ମାରିଛନ୍ତି। ସଭାପତି ଭାବେ ୩ ଆଇନଜୀବୀ ପ୍ରତିଦ୍ବନ୍ଦିତା କରିଥିଲେ। ସଦାନନ୍ଦ ସାହୁ ୩୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଏମ୍‌. ମାଲେଶ୍ବରମ୍‌ ୫୩, ଭୀସ୍ମୟ ଦାସ ୨୨୩ ଖଣ୍ଡ ଭୋଟ ପାଇଥିଲେ। ୧୪ ଖଣ୍ଡ ଭୋଟ ନାକଚ ହୋଇଥିଲେ। ସମ୍ପାଦକ ଭାବେ ଦେବାନନ୍ଦ ତନ୍ତୀ ୪୦୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ନିହାର ରଞ୍ଜନ ମହାନ୍ତି ୧୪୪, ସାନ୍ତୁନୁ ଦାସ ୬୨ ଖଣ୍ଡ ଭୋଟ ପାଇଥିଲେ। ୧୯ ଖଣ୍ଡ ଭୋଟ ନାକଚ ହୋଇଥିଲା।

ସଦାନନ୍ଦ ସାହୁ ୩୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଏମ୍‌. ମାଲେଶ୍ବରମ୍‌ ୫୩, ଭୀସ୍ମୟ ଦାସ ୨୨୩ ଖଣ୍ଡ ଭୋଟ ପାଇଥିଲେ। ୧୪ ଖଣ୍ଡ ଭୋଟ ନାକଚ ହୋଇଥିଲେ। ସମ୍ପାଦକ ଭାବେ ଦେବାନନ୍ଦ ତନ୍ତୀ ୪୦୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ନିହାର ରଞ୍ଜନ ମହାନ୍ତି ୧୪୪, ସାନ୍ତୁନୁ ଦାସ ୬୨ ଖଣ୍ଡ ଭୋଟ ପାଇଥିଲେ। ୧୯ ଖଣ୍ଡ ଭୋଟ ନାକଚ ହୋଇଥିଲା। ଉପସଭାପତି ଭାବେ ରାଜକିଶୋର ପ୍ରଧାନ ୩୪୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଯୁଗଳ କିଶୋର ଆଚାର୍ଯ୍ୟ ୪୬, ରଙ୍ଗ ବାହାରଦୁର ବାଗ ୨୨୯ ଖଣ୍ଡ ଭୋଟ ପାଇଥିଲେ। ୧୩ ଖଣ୍ଡ ଭୋଟ ନାଚକ ହୋଇଥିଲା। ଯୁଗ୍ମ ସମ୍ପାଦକ ଲିନ୍‌ଗମ୍‌ ଅନୁସୁରୁ ହରି ଡୋରା, ସହ ସମ୍ପାଦକ ତାପନ ପରିଡ଼ା, ପାଠାଗାର ସମ୍ପାଦକ ରାଜଶ୍ରୀ ମିଶ୍ର, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସିଂହଦେଓ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଏକ୍‌ଜିକ୍ୟୁଟିଭ୍‌ କମିଟିରେ ୩୦ ବର୍ଷରୁ ଅଧିକ ରାଜେଶ କୁମାର ମିଶ୍ର, କୈଳାସ ଚନ୍ଦ୍ର ସାବତ  ରହିଛନ୍ତି। ୨ ୦ ବର୍ଷରୁ ଅଧିକ ଓକିଲାତି କରିଥିବା ଅନନ୍ତ ନାରାୟଣ ସାହୁ, ଗଙ୍ଗାଧର ଦାସ, ୧୦ ବର୍ଷରୁ ଅଧିକ ଜସକନ ପ୍ରସାଦ ମୁର୍ମୁ, କାର୍ତ୍ତିକ ଓରାମ,  ୭ ବର୍ଷରୁ ଅଧିକ ଅଭିଷେକ ସିଂହ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଦୁଇ ବର୍ଷରୁ ମହିଳା ଆଇନଜୀବୀ ମେରୀ ମ୍ୟାକ୍ସିମା ଏକ୍କା, ସୁମିତ ନନ୍ଦ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

ଉପସଭାପତି ଭାବେ ରାଜକିଶୋର ପ୍ରଧାନ ୩୪୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଯୁଗଳ କିଶୋର ଆଚାର୍ଯ୍ୟ ୪୬, ରଙ୍ଗ ବାହାରଦୁର ବାଗ ୨୨୯ ଖଣ୍ଡ ଭୋଟ ପାଇଥିଲେ। ୧୩ ଖଣ୍ଡ ଭୋଟ ନାଚକ ହୋଇଥିଲା। ଯୁଗ୍ମ ସମ୍ପାଦକ ଲିନ୍‌ଗମ୍‌ ଅନୁସୁରୁ ହରି ଡୋରା, ସହ ସମ୍ପାଦକ ତାପନ ପରିଡ଼ା, ପାଠାଗାର ସମ୍ପାଦକ ରାଜଶ୍ରୀ ମିଶ୍ର, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସିଂହଦେଓ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଏକ୍‌ଜିକ୍ୟୁଟିଭ୍‌ କମିଟିରେ ୩୦ ବର୍ଷରୁ ଅଧିକ ରାଜେଶ କୁମାର ମିଶ୍ର, କୈଳାସ ଚନ୍ଦ୍ର ସାବତ  ରହିଛନ୍ତି। ୨ ୦ ବର୍ଷରୁ ଅଧିକ ଓକିଲାତି କରିଥିବା ଅନନ୍ତ ନାରାୟଣ ସାହୁ, ଗଙ୍ଗାଧର ଦାସ, ୧୦ ବର୍ଷରୁ ଅଧିକ ଜସକନ ପ୍ରସାଦ ମୁର୍ମୁ, କାର୍ତ୍ତିକ ଓରାମ,  ୭ ବର୍ଷରୁ ଅଧିକ ଅଭିଷେକ ସିଂହ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଦୁଇ ବର୍ଷରୁ ମହିଳା ଆଇନଜୀବୀ ମେରୀ ମ୍ୟାକ୍ସିମା ଏକ୍କା, ସୁମିତ ନନ୍ଦ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

rourkela

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe