ଅସହାୟଙ୍କୁ ଚିହ୍ନଟ କରି କମ୍ବଳ ବଣ୍ଟନ କଲେ ସରପଞ୍ଚ

ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ମହଲାଇ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ସାହୁ ନିଜସ୍ଵ ଆୟରୁ ଗରିବ ଲୋକଙ୍କୁ ଶୀତ ଦାଉରୁ ବଞ୍ଚାଇବା ପାଇଁ କମ୍ବଳ ବଣ୍ଟନ କରିଥିବା ଜଣାପଡ଼ିଛି।

vbh

ଦେଓଗାଁ: ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ମହଲାଇ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ସାହୁ ନିଜସ୍ଵ ଆୟରୁ ଗରିବ ଲୋକଙ୍କୁ ଶୀତ ଦାଉରୁ ବଞ୍ଚାଇବା ପାଇଁ କମ୍ବଳ ବଣ୍ଟନ କରିଥିବା ଜଣାପଡ଼ିଛି। ସରପଞ୍ଚ ଶ୍ରୀ ସାହୁ ନିଜ ମହାଲାଇ ପଞ୍ଚାୟତର ମହଲାଇ ସହ ପାଣ୍ଢେଲ, ବଗଡା, କଟାପାଲି, ହଲଦିପାଲି ଏବଂ କୁକୁରଖାଇ ଗାଁର ଗରିବ ଅସହାୟ ଲୋକଙ୍କୁ ଚିହ୍ନଟ କରି କମ୍ବଳ ବଣ୍ଟନ କରିଥିବାରୁ ସେ ଦେଓଗାଁ ବ୍ଲକରେ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି।

ସରପଞ୍ଚ ଶ୍ରୀ ସାହୁ ନିଜ ମହାଲାଇ ପଞ୍ଚାୟତର ମହଲାଇ ସହ ପାଣ୍ଢେଲ, ବଗଡା, କଟାପାଲି, ହଲଦିପାଲି ଏବଂ କୁକୁରଖାଇ ଗାଁର ଗରିବ ଅସହାୟ ଲୋକଙ୍କୁ ଚିହ୍ନଟ କରି କମ୍ବଳ ବଣ୍ଟନ କରିଥିବାରୁ ସେ ଦେଓଗାଁ ବ୍ଲକରେ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଶୀତ ଦିନରେ ଅସହାୟଙ୍କୁ କମ୍ବଳ ବଣ୍ଟନ ଭଳି ଏହି ସମାଜସେବା କାର୍ଯ୍ୟ ପାଇଁ ସେ ଅଞ୍ଚଳରେ ଅନ୍ୟମାନଙ୍କ ମଧ୍ୟରେ ଉଦାହରଣ ପାଲଟିଛନ୍ତି।

ଶୀତ ଦିନରେ ଅସହାୟଙ୍କୁ କମ୍ବଳ ବଣ୍ଟନ ଭଳି ଏହି ସମାଜସେବା କାର୍ଯ୍ୟ ପାଇଁ ସେ ଅଞ୍ଚଳରେ ଅନ୍ୟମାନଙ୍କ ମଧ୍ୟରେ ଉଦାହରଣ ପାଲଟିଛନ୍ତି। ଏହି କମ୍ବଳ ବଣ୍ଟନରେ ସରପଞ୍ଚଙ୍କ ସ୍ତ୍ରୀ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe