ନୀଳଗିରିରେ୨ଟି ମନ୍ଦିରରୁ ସିରିଜ ଲୁଟ୍: ଲକ୍ଷାଧିକ ଟଙ୍କାର ମୁକୁଟ, ଅଳଙ୍କାର ଓ ଦାନବାକ୍ସ ଲୁଟିନେଲେ ଦୁର୍ବୃତ୍ତ

Advertisment

ନୀଳଗିରି ଥାନା ଅଧୀନ ପୋଡାଶୂଳ କାଳୀ ମନ୍ଦିର ଓ ଚତର ଛକରେ ଥିବା ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ବାକ୍ସ ଓ ହୁଣ୍ଡି ବାକ୍ସରୁ ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟିବା ପରେ ନିକଟ ବିଲଗୁଡ଼ିକରେ ଫୋପାଡ଼ି ଚାଲିଯାଇଛନ୍ତି ।

ନୀଳଗିରି ଥାନା ଅଧୀନ ପୋଡାଶୂଳ କାଳୀ ମନ୍ଦିର ଓ ଚତର ଛକରେ ଥିବା ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ବାକ୍ସ ଓ ହୁଣ୍ଡି ବାକ୍ସରୁ ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟିବା ପରେ ନିକଟ ବିଲଗୁଡ଼ିକରେ ଫୋପାଡ଼ି ଚାଲିଯାଇଛନ୍ତି ।

zx

ନୀଳଗିରି:ବିଳମ୍ବିତ ରାତିରେ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା। ନୀଳଗିରିରେ୨ଟି  ମନ୍ଦିରରୁ ସିରିଜ ଲୁଟ। ଠାକୁରଙ୍କ ମୁଣ୍ଡରୁ ନେଇଗଲେ ସୁନା ମୁକୁଟ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନବାକ୍ସ।

ନୀଳଗିରି ଥାନା ଅଧୀନ ପୋଡାଶୂଳ କାଳୀ ମନ୍ଦିର ଓ ଚତର ଛକରେ ଥିବା ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ବାକ୍ସ ଓ ହୁଣ୍ଡି ବାକ୍ସରୁ ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟିବା ପରେ ନିକଟ ବିଲଗୁଡ଼ିକରେ ଫୋପାଡ଼ି ଚାଲିଯାଇଛନ୍ତି । ସକାଳୁ ସ୍ଥାନୀୟ ପୂଜକ ମନ୍ଦିର ପୂଜା କରିବାକୁ ଆସି ଏ ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ଲୋକଙ୍କୁ ଅବଗତ କରିଥିଲେ। ନୀଳଗିରି ପୁଲିସ ଘଡଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିକଟସ୍ଥ ଗାଁଗୁଡ଼ିକରୁ ମଧ୍ୟ ଚୋରି ହୋଇଥିବା ନେଇ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧୀନ ପୋଡାଶୂଳ କାଳୀ ମନ୍ଦିର ଓ ଚତର ଛକରେ ଥିବା ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ବାକ୍ସ ଓ ହୁଣ୍ଡି ବାକ୍ସରୁ ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟିବା ପରେ ନିକଟ ବିଲଗୁଡ଼ିକରେ ଫୋପାଡ଼ି ଚାଲିଯାଇଛନ୍ତି । ସକାଳୁ ସ୍ଥାନୀୟ ପୂଜକ ମନ୍ଦିର ପୂଜା କରିବାକୁ ଆସି ଏ ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ଲୋକଙ୍କୁ ଅବଗତ କରିଥିଲେ। ନୀଳଗିରି ପୁଲିସ ଘଡଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିକଟସ୍ଥ ଗାଁଗୁଡ଼ିକରୁ ମଧ୍ୟ ଚୋରି ହୋଇଥିବା ନେଇ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe