କାଳୀ ମେଢ଼ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୬ ଆହତ

Advertisment

କଟକରେ କାଳୀ ମେଢ଼ ଭସାଣି ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଏଥିରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଛନ୍ତି।  ମହମ୍ମଦିଆ ବଜାରରେ ଥିବା ରୟାଲ ଗାର୍ଡେନ ନିକଟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି।

କଟକରେ କାଳୀ ମେଢ଼ ଭସାଣି ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଏଥିରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଛନ୍ତି।  ମହମ୍ମଦିଆ ବଜାରରେ ଥିବା ରୟାଲ ଗାର୍ଡେନ ନିକଟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି।

kali

କଟକ: କଟକରେ କାଳୀ ମେଢ଼ ଭସାଣି ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଏଥିରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ।

ମହମ୍ମଦିଆ ବଜାରରେ ଥିବା ରୟାଲ ଗାର୍ଡେନ ନିକଟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଢେଲା ପଥର ଓ କାଚ ବୋତଲ ମାଡ଼ କରିଥିଲେ। ଏଥିରେ ଉଭୟ ଗୋଷ୍ଠୀର ୬ ଜଣ ଆହତ ହୋଇଥିଲେ। 


ସୂଚନା ଅନୁଯାୟୀ, ମହମ୍ମଦିଆ ବଜାରରେ ଥିବା ରୟାଲ ଗାର୍ଡେନ ନିକଟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଢେଲା ପଥର ଓ କାଚ ବୋତଲ ମାଡ଼ କରିଥିଲେ। ଏଥିରେ ଗୋଟିଏ ଦୋକାନ ସହ ୩ଟି ବାଇକ୍ ଭାଙ୍ଗିଯାଇଥିଲା। ଅବଶ୍ୟ କିଛି ସମୟ ପରେ ପୁଲିସ ଘଟଣାକୁ ନିୟନ୍ତ୍ରଣକୁ ଆଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe