ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

Advertisment

ଜଙ୍ଗଲ ମଧ୍ୟରୁ ଜଣେ ଯୁବତୀଙ୍କ କଙ୍କାଳ ଠାବ ହୋଇଛି। କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ହତ୍ୟା କରି ଯୁବତୀଜଣଙ୍କୁ ଜଙ୍ଗଲ ମଧ୍ୟରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଉଛି l

ଜଙ୍ଗଲ ମଧ୍ୟରୁ ଜଣେ ଯୁବତୀଙ୍କ କଙ୍କାଳ ଠାବ ହୋଇଛି। କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ହତ୍ୟା କରି ଯୁବତୀଜଣଙ୍କୁ ଜଙ୍ଗଲ ମଧ୍ୟରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଉଛି l

xc

ମାଲକାନଗିରି: ଜଙ୍ଗଲ ମଧ୍ୟରୁ ଜଣେ ଯୁବତୀଙ୍କ କଙ୍କାଳ ଠାବ ହୋଇଛି। କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ହତ୍ୟା କରି ଯୁବତୀଜଣଙ୍କୁ ଜଙ୍ଗଲ ମଧ୍ୟରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଉଛି l ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ପଂଚାୟତର ରେଙ୍ଗାବନ୍ଧ ଅଞ୍ଚଳ ଜଙ୍ଗଲରେ କିଛି ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ସମୟରେ ଏକ ଯୁବତୀଙ୍କ କଙ୍କାଳ ଦେଖିବାକୁ ପାଇଥିଲେ l ପରେ ଗ୍ରାମବାସୀଙ୍କୁ ଏହି ଖବର ଦେବା ପରେ ସ୍ଥାନୀୟ ଲୋକେ ମାଲକାନଗିରି ପୁଲିସକୁ ଖବର ଦେଇଥିଲେ।

ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲାଣଗୁଡା ପଂଚାୟତର ରେଙ୍ଗାବନ୍ଧ ଅଞ୍ଚଳ ଜଙ୍ଗଲରେ କିଛି ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ସମୟରେ ଏକ ଯୁବତୀଙ୍କ କଙ୍କାଳ ଦେଖିବାକୁ ପାଇଥିଲେ l ପରେ ଗ୍ରାମବାସୀଙ୍କୁ ଏହି ଖବର ଦେବା ପରେ ସ୍ଥାନୀୟ ଲୋକେ ମାଲକାନଗିରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ମାଲକାନଗିରି ଆଇଆଇସି ରିଗଲ କିଣ୍ଡୋ ଓ ମାଲକାନଗିରି ଏସଡିପିଓ ସଚିନ୍ ପଟେଲ ଗୋଟିଏ ଟିମ୍ ଗଠନ କରି  ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ତଦନ୍ତ ଆରମ୍ଭ କରିଥିଲେ।  ଏହାପରେ  କୋରାପୁଟରୁ ସାଇଣ୍ଟିଫିକ ଦଳ ଆସିବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏସଡିପିଓ ସଚିନ ପଟେଲ କହିଛନ୍ତି ଓ ତଦନ୍ତ ପରେ ପ୍ରକୃତ ଘଟଣା କଣ ଜଣା ପଡ଼ିବ କହିଛନ୍ତିl ଯୁବତୀଙ୍କ ଶବ ଦେଖିବା ପରେ ସ୍ଥାନୀୟ ଲୋକେ ଏହି ହତ୍ୟାକାଣ୍ଡ ଏକ ମାସରୁ ଉର୍ଦ୍ଧ୍ବସମୟ  ବିତି ଯାଇଥିବା କହିଛନ୍ତି l ମାଲକାନଗିରିରୁ ଛତିଶଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟବର୍ତ୍ତୀ ଜଙ୍ଗଲରେ ଯୁବତୀଙ୍କ ଶବଟି ଦେଖିବାକୁ ମିଳିଛି l

ଖବର ପାଇ ମାଲକାନଗିରି ଆଇଆଇସି ରିଗଲ କିଣ୍ଡୋ ଓ ମାଲକାନଗିରି ଏସଡିପିଓ ସଚିନ୍ ପଟେଲ ଗୋଟିଏ ଟିମ୍ ଗଠନ କରି  ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ତଦନ୍ତ ଆରମ୍ଭ କରିଥିଲେ।  ଏହାପରେ  କୋରାପୁଟରୁ ସାଇଣ୍ଟିଫିକ ଦଳ ଆସିବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏସଡିପିଓ ସଚିନ ପଟେଲ କହିଛନ୍ତି ଓ ତଦନ୍ତ ପରେ ପ୍ରକୃତ ଘଟଣା କଣ ଜଣା ପଡ଼ିବ କହିଛନ୍ତିl ଯୁବତୀଙ୍କ ଶବ ଦେଖିବା ପରେ ସ୍ଥାନୀୟ ଲୋକେ ଏହି ହତ୍ୟାକାଣ୍ଡ ଏକ ମାସରୁ ଉର୍ଦ୍ଧ୍ବସମୟ  ବିତି ଯାଇଥିବା କହିଛନ୍ତି l ମାଲକାନଗିରିରୁ ଛତିଶଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିକଟବର୍ତ୍ତୀ ଜଙ୍ଗଲରେ ଯୁବତୀଙ୍କ ଶବଟି ଦେଖିବାକୁ ମିଳିଛି l ଏହାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe