ଦଶମ ପଦ୍ମଚରଣ ସାମନ୍ତସିଂହାର ରାଜ୍ୟସ୍ତରୀୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

Advertisment

ନିମାପଡ଼ା ସ୍ଥିତ ବାରବାଟୀ ପଡ଼ିଆରେ ଚାଲିଥିବା ୧୦ମ ପଦ୍ମଚରଣ ସାମନ୍ତସିଂହାର ରାଜ୍ୟସ୍ତରୀୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଓ ନିମାପଡ଼ା ଏକାଦଶ ଟିମ୍।

bnj

ବାମନାଳ: ନିମାପଡ଼ା ସ୍ଥିତ ବାରବାଟୀ ପଡ଼ିଆରେ ଚାଲିଥିବା ୧୦ମ ପଦ୍ମଚରଣ ସାମନ୍ତସିଂହାର ରାଜ୍ୟସ୍ତରୀୟ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ପରସ୍ପରକୁ ଭେଟିଥିଲେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଓ ନିମାପଡ଼ା ଏକାଦଶ ଟିମ୍। ଏହି ରୋମାଞ୍ଚକ ପ୍ରଦର୍ଶନୀ ମ୍ୟାଚରେ ପ୍ରଥମାର୍ଦ୍ଧ ଖେଳର ୨୦ ମିନିଟ୍ ରେ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ୧୪ ନମ୍ବର ଖେଳାଳି ସତ୍ୟପ୍ରିୟ ନାୟକ ଏକ ସୁନ୍ଦର ଫିଲ୍ଡ ଗୋଲ ମାଧ୍ୟମରେ ଦଳକୁ ବିଜୟୀ କରିଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ନିମାପଡ଼ାର ବହୁ ପୁରାତନ ଖେଳାଳୀ ପୁର୍ବତନ ମନ୍ତ୍ରୀ ସମୀରରଞ୍ଜନ ଦାଶ, ମହେନ୍ଦ୍ର ସିଂ ଭାଟିଆ, ଧୀରେନ ବରାଳ, ଅକ୍ଷୟ ବେହେରା, ପବିତ୍ର ଭୋଇ, ପ୍ରକାଶ ବରାଳ, ବିଶ୍ବଜିତ ମଲ୍ଲିକ, ଜିତେଶ କାନୁନଗୋ, ବୀରେନ ବରାଳ, ଜୀବନାନନ୍ଦ ମହାପାତ୍ର,ସମର ବରାଳ ଓ ପ୍ରକାଶ ସ୍ବାଇଁ, ପ୍ରମୁଖ ଭାଗ ନେଇଥିଲେ। ସତ୍ୟପ୍ରିୟ ନାୟକ ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe