ନାବାଳିକା ଝିଅକୁ ଅସଦାଚରଣ, ବନ୍ଧା ହେଲା ସାବତ ବାପା

Advertisment

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜନୈକା ନାବାଳିକା ଝିଅକୁ ଅସଦାଚରଣ ଅଭିଯୋଗରେ ସାବତ ବାପାକୁ ପୁଲିସ ଗିରଫ କରିଛି।ମହିଳା ଜଣକ କୁଆରମୁଣ୍ଡା ଫାଣ୍ଡିରେ ଏକ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜନୈକା ନାବାଳିକା ଝିଅକୁ ଅସଦାଚରଣ ଅଭିଯୋଗରେ ସାବତ ବାପାକୁ ପୁଲିସ ଗିରଫ କରିଛି।ମହିଳା ଜଣକ କୁଆରମୁଣ୍ଡା ଫାଣ୍ଡିରେ ଏକ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

arrest

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜନୈକା ନାବାଳିକା ଝିଅକୁ ଅସଦାଚରଣ ଅଭିଯୋଗରେ ସାବତ ବାପାକୁ ପୁଲିସ ଗିରଫ କରିଛି।

 କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜନୈକା ବିଧବା ମହିଳା ନିଜର ନାବାଳିକା ଝିଅ  ଓ ନାବାଳକ ପୁଅ ସହ ରୁହନ୍ତି। ଉକ୍ତ ମହିଳାଙ୍କ ସହିତ ରଘୁନାଥପାଲି ଥାନା ଅଞ୍ଚଳରେ କୃଷ୍ଣଚନ୍ଦ୍ର ନାୟକଙ୍କ ସହ ସଂପର୍କରେ ଥିଲେ। ଗତ ୨୨ ତାରିଖ ଦିନ ମହିଳା ଜଣକ ଘରେ ନଥିବାବେଳେ କୃଷ୍ଣଚନ୍ଦ୍ର ଝିଅକୁ ଏକୁଟିଆ ପାଇ ଅସଦାଚରଣ କରିଥିଲେ। ଏସମ୍ପର୍କରେ ନାବାଳିକା ତାଙ୍କ ମା’ଙ୍କୁ ଜଣାଇବା ପରେ ମହିଳା ଜଣକ କୁଆରମୁଣ୍ଡା ଫାଣ୍ଡିରେ ଏକ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାରୁ ପ୍ରକାଶ ଯେ କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜନୈକା ବିଧବା ମହିଳା ନିଜର ନାବାଳିକା ଝିଅ  ଓନାବାଳକ ପୁଅ ସହ ରୁହନ୍ତି। ଉକ୍ତ ମହିଳାଙ୍କ ସହିତ ରଘୁନାଥପାଲି ଥାନା ଅଞ୍ଚଳରେ କୃଷ୍ଣଚନ୍ଦ୍ର ନାୟକଙ୍କ ସହ ସଂପର୍କରେ ଥିଲେ। ଗତ ୨୨ ତାରିଖ ଦିନ ମହିଳା ଜଣକ ଘରେ ନଥିବାବେଳେ କୃଷ୍ଣଚନ୍ଦ୍ର ଝିଅକୁ ଏକୁଟିଆ ପାଇ ଅସଦାଚରଣ କରିଥିଲେ। ଏସମ୍ପର୍କରେ ନାବାଳିକା ତାଙ୍କ ମା’ଙ୍କୁ ଜଣାଇବା ପରେ ମହିଳା ଜଣକ କୁଆରମୁଣ୍ଡା ଫାଣ୍ଡିରେ ଏକ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe