ନଦୀକୁ ଡେଇଁ କଲେଜ ଛାତ୍ର ନିଖୋଜ

Advertisment

ଚୌଦ୍ବାରରେ ଥିବା ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଜଣେ କଲେଜ ଛାତ୍ର ନିଖୋଜ ହୋଇଥିବା ଜଣାଯାଇଛି। ତାଙ୍କ ନାମ ପ୍ରଦୀପ କୁମାର ଦାସ ବୋଲି ଜଣାଯାଇଛି। ସେ ନିଜ ସାଇକେଲ ରଖି ନଦୀକୁ ଡେଇଁଛନ୍ତି।  ଚୌଦ୍ବାର ୧୨ ନଂ ୱାର୍ଡରେ ରହୁଥିବା ପ୍ରଦୀପ ଚୌଦ୍ବାର କଲେଜର ଯୁକ୍ତ ତିନି ବାଣିଜ୍ୟ ଛାତ୍ର ।

ମୋରମ ଖାଦାନରେ ବୁଡ଼ି ଜଣେ ମୃତ

କଟକ: କଟକ ଜିଲ୍ଲା ଚୌଦ୍ବାରରେ ଥିବା ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଜଣେ କଲେଜ ଛାତ୍ର ନିଖୋଜ ହୋଇଥିବା ଜଣାଯାଇଛି। ତାଙ୍କ ନାମ ପ୍ରଦୀପ କୁମାର ଦାସ ବୋଲି ଜଣାଯାଇଛି। ସେ ନିଜ ସାଇକେଲ ରଖି ନଦୀକୁ ଡେଇଁଛନ୍ତି।  ଚୌଦ୍ବାର ୧୨ ନଂ ୱାର୍ଡରେ ରହୁଥିବା ପ୍ରଦୀପ ଚୌଦ୍ବାର କଲେଜର ଯୁକ୍ତ ତିନି ବାଣିଜ୍ୟ ଛାତ୍ର ।
 ସୂଚନା ଅନୁଯାୟୀ ଗତକାଲି ରାତିରୁ ପ୍ରଦୀପ କେଉଁ ଆଡ଼େ ଚାଲିଯାଇଥିଲେl ଏନେଇ ଖବର ପାଇବା ପରେ ଜଗତପୁର ଥାନା ପୁଲିସ ଏବଂ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛି।ରିପୋର୍ଟ ପ୍ରସ୍ତୁତ ହେବା ଯାଏ ତାଙ୍କର ପତ୍ତା ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe