ଆଇ ସି ସି ରିପୋର୍ଟ ଦାଖଲ ନ ହେଲେ କଲେଜ ଅଧ୍ୟକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

କଟକ ଜିଲ୍ଲାର ୨୧୦ କଲେଜର ଆଇ ସି ସି ରିପୋର୍ଟ ମାଗିଥିଲେ ଜିଲ୍ଲାପାଳ। ହେଲେ ଏଯାଏ ଆଇ ସି ସି ରିପୋର୍ଟ ଦାଖଲ କରିଛନ୍ତି ଅଧା କଲେଜ କର୍ତ୍ତୃପକ୍ଷ। ଯେଉଁ କଲେଜ ଆଇ ସି ସି ରିପୋର୍ଟ ଦାଖଲ କରିନାହାନ୍ତି, ସେମାନଙ୍କୁ ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ।

cuttack

କଟକ: କଟକ ଜିଲ୍ଲାର ୨୧୦ କଲେଜର ଆଇ ସି ସି ରିପୋର୍ଟ ମାଗିଥିଲେ ଜିଲ୍ଲାପାଳ। ହେଲେ ଏଯାଏ ଆଇ ସି ସି ରିପୋର୍ଟ ଦାଖଲ କରିଛନ୍ତି ଅଧା କଲେଜ କର୍ତ୍ତୃପକ୍ଷ। ଆଇ ସି ସି (ଆଭ୍ୟନ୍ତରୀଣ ଅଭିଯୋଗ କମିଟି) ରିପୋର୍ଟ ଦାଖଲ ନ ହୋଇ ଥିବାରୁ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଯେଉଁ କଲେଜ ଆଇ ସି ସି ରିପୋର୍ଟ ଦାଖଲ କରିନାହାନ୍ତି, ସେମାନଙ୍କୁ ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ। ରିପୋର୍ଟ ଖୁବ୍ ଶୀଘ୍ର ଦାଖଲ ନ କଲେ କଲେଜ ଅଧ୍ୟକ୍ଷଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଯେଉଁ କଲେଜ ଆଇ ସି ସି ରିପୋର୍ଟ ଦାଖଲ କରିନାହାନ୍ତି, ସେମାନଙ୍କୁ ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ। ରିପୋର୍ଟ ଖୁବ୍ ଶୀଘ୍ର ଦାଖଲ ନ କଲେ କଲେଜ ଅଧ୍ୟକ୍ଷଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe