ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ବରଗଡ଼ ଜିଲ୍ଲାର ଏକ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ଝିଅ ବୋଲି ଜଣାପଡ଼ିଛି।

Dead body of unidentified youth recovered:  The secret of death will be revealed after the interval

Dead body of unidentified youth recovered: The secret of death will be revealed after the interval Photograph: (sambad.in)

ବରଗଡ଼: ବରଗଡ଼ ଜିଲ୍ଲାର ଏକ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ଝିଅ ବୋଲି ଜଣାପଡ଼ିଛି। କୋଠାରୁ ପଡ଼ିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।  ମୃତା ଉକ୍ତ ସ୍କୁଲର ପିଇଟି ଶିକ୍ଷକଙ୍କ କନ୍ୟା।

ବରଗଡ଼ ଜିଲ୍ଲାର ଏକ ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଛାତ୍ରୀ କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ଝିଅ ବୋଲି ଜଣାପଡ଼ିଛି। କୋଠାରୁ ପଡ଼ିଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି।  ମୃତା ଉକ୍ତ ସ୍କୁଲର ପିଇଟି ଶିକ୍ଷକଙ୍କ କନ୍ୟା। ମୃତ ଛାତ୍ରୀଙ୍କ ଶବକୁ ବର୍ତ୍ତମାନ ବିକାଶ ମେଡ଼ିକାଲରେ ରଖାଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ । ଛାତ୍ରୀଙ୍କର କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତା’ର କାରଣ ସ୍ପଷ୍ଟ ହୋଇନାହିଁ।

ମୃତ ଛାତ୍ରୀଙ୍କ ଶବକୁ ବର୍ତ୍ତମାନ ବିକାଶ ମେଡ଼ିକାଲରେ ରଖାଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ । ଛାତ୍ରୀଙ୍କର କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତା’ର କାରଣ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe