ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର: ଜାଣନ୍ତୁ ରାଜ୍ୟରେ କେତେ ହୋଇଛି ଅପରାଧ

ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର। ୨୦୨୩ରେ ରାଜ୍ୟରେ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ଘଟିଛି । ସେଥିରୁ ୧୩୬୨ଟି ହତ୍ୟା, ୩୭୦ଟି ଡକାୟତି, ୨୮୨୬ଟି ଦୁଷ୍କର୍ମ, ୨୯୬୧ଟି ଲୁଣ୍ଠନ, ୧୬୫୫ଟି ଦଙ୍ଗା ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି |

swetapatra

ଭୁବନେଶ୍ୱର: ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର। ୨୦୨୩ରେ ରାଜ୍ୟରେ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ଘଟିଛି । ସେଥିରୁ ୧୩୬୨ଟି ହତ୍ୟା, ୩୭୦ଟି ଡକାୟତି, ୨୮୨୬ଟି ଦୁଷ୍କର୍ମ, ୨୯୬୧ଟି ଲୁଣ୍ଠନ, ୧୬୫୫ଟି ଦଙ୍ଗା ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି | ସେହିପରି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୩ ବର୍ଷରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିଛି | ଏହି ଅବଧିରେ ୩ ମାଓବାଦୀ ନିହତ ହୋଇଥିବାବେଳେ ୧୩ ମାଓବାଦୀ ଗିରଫ ହୋଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe