ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ କୂଆଖାଇ ନଦୀକୂଳରେ ତିଆରି ହୋଇଛି ଅସ୍ଥାୟୀ ପୋଖରୀ

ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ କୂଆଖାଇ ନଦୀକୂଳରେ ତିଆରି ହୋଇଛି ଅସ୍ଥାୟୀ ପୋଖରୀ। ପୂର୍ବରୁ ତିଆରି ହୋଇଥିବା ପୋଖରୀରେ ନଦୀ ପାଣି ମିଶିଯିବାରୁ ଆଉ ଏକ ଅସ୍ଥାୟୀ ପୋଖରୀ ତିଆରି କରିଛି ବିଏମସି।

Untitled

ଭୁବନେଶ୍ବର: ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ କୂଆଖାଇ ନଦୀକୂଳରେ ତିଆରି ହୋଇଛି ଅସ୍ଥାୟୀ ପୋଖରୀ। ପୂର୍ବରୁ ତିଆରି ହୋଇଥିବା ପୋଖରୀରେ ନଦୀ ପାଣି ମିଶିଯିବାରୁ ଆଉ ଏକ ଅସ୍ଥାୟୀ ପୋଖରୀ ତିଆରି କରିଛି ବିଏମସି। ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଗାଇଡଲାଇନକୁ ପାଳନ କରିବା ପାଇଁ ନିବେଦନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।

ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ କୂଆଖାଇ ନଦୀକୂଳରେ ତିଆରି ହୋଇଛି ଅସ୍ଥାୟୀ ପୋଖରୀ। ପୂର୍ବରୁ ତିଆରି ହୋଇଥିବା ପୋଖରୀରେ ନଦୀ ପାଣି ମିଶିଯିବାରୁ ଆଉ ଏକ ଅସ୍ଥାୟୀ ପୋଖରୀ ତିଆରି କରିଛି ବିଏମସି। ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଗାଇଡଲାଇନକୁ ପାଳନ କରିବା ପାଇଁ ନିବେଦନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।

ନିୟମାବଳୀ ପାଳନ କରିବା ପାଇଁ ଅସ୍ଥାୟୀ ପୋଖରୀ ପାଖରେ ବ୍ୟାନର ଲଗାଇ ସଚେତନ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe