ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୪ ଆହତ

Advertisment

କଟକ ଜିଲ୍ଲା ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣ ଯୁବକ ଆହତ ହୋଇଛନ୍ତି।

କଟକ ଜିଲ୍ଲା ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣ ଯୁବକ ଆହତ ହୋଇଛନ୍ତି।

zx

ବାଙ୍କୀ: କଟକ ଜିଲ୍ଲା ବାଙ୍କୀରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାର ଖବର ମିଳିଛି। ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୪ଜଣ ଯୁବକ ଆହତ ହୋଇଛନ୍ତି। ଉଭୟ ପକ୍ଷରୁ ଟେକା ପଥର ମାଡ଼ ହୋଇଛି। ଗତକାଲି ରାତିରେ ସେହି ଗାଁର କିଛି ଅସାମାଜିକ ଯୁବକ ରାସ୍ତାରେ ଯାଉଥିବା ଗାଡ଼ି ଉପରକୁ ଟେକା ଫିଙ୍ଗିଥିଲେ । ଯାହାକୁ ନେଇ ଗାଁର ଅନ୍ୟ କିଛି ଯୁବକ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀଙ୍କ ମଧରେ ବଚସା ହୋଇଥିଲା । 

ଗତକାଲି ରାତିରେ ସେହି ଗାଁର କିଛି ଅସାମାଜିକ ଯୁବକ ରାସ୍ତାରେ ଯାଉଥିବା ଗାଡ଼ି ଉପରକୁ ଟେକା ଫିଙ୍ଗିଥିଲେ । ଯାହାକୁ ନେଇ ଗାଁର ଅନ୍ୟ କିଛି ଯୁବକ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀଙ୍କ ମଧରେ ବଚସା ହୋଇଥିଲା । 

ଏହାକୁ କେନ୍ଦ୍ରକରି ଆଜି ସକାଳୁ ଗୋଷ୍ଠୀଙ୍କ ମଧରେ ଟେକପଥର ମାଡ଼ ହୋଇଥିଲା। ଏଥିରେ ୪ଜଣ ଯୁବକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏବେ ବି ଉତ୍ତେଜନା ଲାଗି ରହିଛି। କଟକ-ବାଙ୍କୀ ରାସ୍ତା ଅବରୋଧ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe