ଉଠା ଦୋକାନୀ ଓ ଜବର ଦଖଲକାରୀଙ୍କୁ ଉଚ୍ଛେଦ ବେଳେ ଉତ୍ତେଜନା, ବ୍ୟାପକ ପୁଲିସ୍ ମୁତୟନ

Advertisment

ଭଦ୍ରକ ସହରର ବାଇପାସ୍ ଛକ ଠାରୁ ସରକାର ନଗର ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଉଠା ଦୋକାନୀ ଓ ଜବର ଦଖଲକାରୀଙ୍କୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉ ଥିବା ବେଳେ ଏହାକୁ ବିରୋଧ କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଭଦ୍ରକ ସହରର ବାଇପାସ୍ ଛକ ଠାରୁ ସରକାର ନଗର ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଉଠା ଦୋକାନୀ ଓ ଜବର ଦଖଲକାରୀଙ୍କୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉ ଥିବା ବେଳେ ଏହାକୁ ବିରୋଧ କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

New Project (13)

ଭଦ୍ରକ: ଭଦ୍ରକ ସହରର ବାଇପାସ୍ ଛକ ଠାରୁ ସରକାର ନଗର ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଉଠା ଦୋକାନୀ ଓ ଜବର ଦଖଲକାରୀଙ୍କୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉ ଥିବା ବେଳେ ଏହାକୁ ବିରୋଧ କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ସ୍ଥାନରେ ଭଦ୍ରକ ଟାଉନ ପୁଲିସ ଓ ଭଦ୍ରକ ତହସିଲଦାର ଉପସ୍ଥିତ ରହିଥିବା ବେଳେ ଲୋକେ ଉଚ୍ଛେଦକୁ ବିରୋଧ କରିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। 

ଭଦ୍ରକ ସହରର ବାଇପାସ୍ ଛକ ଠାରୁ ସରକାର ନଗର ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଉଠା ଦୋକାନୀ ଓ ଜବର ଦଖଲକାରୀଙ୍କୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉ ଥିବା ବେଳେ ଏହାକୁ ବିରୋଧ କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ସ୍ଥାନରେ ଭଦ୍ରକ ଟାଉନ ପୁଲିସ ଓ ଭଦ୍ରକ ତହସିଲଦାର ଉପସ୍ଥିତ ରହିଥିବା ବେଳେ ଲୋକେ ଉଚ୍ଛେଦକୁ ବିରୋଧ କରିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। 

ସରକାରୀ ଜମି କେହି ଜବର ଦଖଲ କରିପାରିବେ ନାହିଁ ବୋଲି ତହସିଲଦାର କହିବା ସହ ଉଚ୍ଛେଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ଏଣୁ ଉଚ୍ଛେଦ କରାଯିବ ବୋଲି ତହସିଲଦାର କହିଛନ୍ତି। ପରିସ୍ଥିତି ଉତ୍ତେଜନାପ୍ରବଣ ଥିବାରୁ ଘଟଣା ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe