ନାବାଳକର ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

Advertisment

ଭଦ୍ରକ ମେଡ଼ିକାଲରେ ଦୁଇଟି ଘଟଣାକୁ ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗିଥିଲା। ଗତକାଲି ଦିନବେଳା  ଜଣେ ଭିନ୍ନକ୍ଷମ ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିଥିଲା ବେଳେ ନାବାଳକର ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକେ ଡ଼ାକ୍ତରଙ୍କ ନାମରେ ଅଭିଯୋଗ  କରିଥିଲେ।

ଭଦ୍ରକ ମେଡ଼ିକାଲରେ ଦୁଇଟି ଘଟଣାକୁ ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗିଥିଲା। ଗତକାଲି ଦିନବେଳା  ଜଣେ ଭିନ୍ନକ୍ଷମ ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିଥିଲା ବେଳେ ନାବାଳକର ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକେ ଡ଼ାକ୍ତରଙ୍କ ନାମରେ ଅଭିଯୋଗ  କରିଥିଲେ।

ଖେଳୁଖେଳୁ ବିଷ ପିଇଦେଲେ ୪ ଶିଶୁ, ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ: ଭଦ୍ରକ ମେଡ଼ିକାଲରେ ଦୁଇଟି ଘଟଣାକୁ ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗିଥିଲା। ଗତକାଲି ଦିନବେଳା  ଜଣେ ଭିନ୍ନକ୍ଷମ ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିଥିଲା ବେଳେ ନାବାଳକର ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକେ ଡ଼ାକ୍ତରଙ୍କ ନାମରେ ଅଭିଯୋଗ  କରିଥିଲେ। ବାସୁଦେବପୁର  କରଞ୍ଜାଡ଼ିଆ ଅଞ୍ଚଳର ଜଣେ ୧୧ ବର୍ଷର ଭିନ୍ନକ୍ଷମ ନାବାଳକକୁ ୫ ଦିନ ପୂର୍ବରୁ ଜ୍ଵର ଯାଉଥିଲା। ତାର ପରିବାର ଲୋକେ ଚିକିତ୍ସା ପାଇଁ ଭଦ୍ରକର ଏକ ଘରୋଇ ନର୍ସିଂ ହୋମକୁ ଆଣି ଜଣେ ଡାକ୍ତରଙ୍କ ନିକଟରେ ଚିକିତ୍ସା କରି ଘରକୁ ନେଇ ଯାଇଥିଲେ।  ମାତ୍ର ତାର ଦେହ ଆହୁରି ଖରାପ ହେବାରୁ ସେମାନେ ପୁଣି ସେହି ଡ଼ାକ୍ତରଙ୍କ ନିକଟକୁ ଆଣିଥିଲେ।  ଶିଶୁଟିର ଦେହ ଅଧିକ ଖରାପ ହେବାରୁ ତାକୁ ଭଦ୍ରକ  ଡାକ୍ତରଖାନାରେ ଆଡ଼ିମିସନ୍ କରି ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। 

ଜଣେ ଭିନ୍ନକ୍ଷମ ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗିଥିଲା ବେଳେ ନାବାଳକର ମୃତ୍ୟୁ ଘଟଣାକୁ ନେଇ ପରିବାର ଲୋକେ ଡ଼ାକ୍ତରଙ୍କ ନାମରେ ଅଭିଯୋଗ  କରିଥିଲେ। ବାସୁଦେବପୁର  କରଞ୍ଜାଡ଼ିଆ ଅଞ୍ଚଳର ଜଣେ ୧୧ ବର୍ଷର ଭିନ୍ନକ୍ଷମ ନାବାଳକକୁ ୫ ଦିନ ପୂର୍ବରୁ ଜ୍ଵର ଯାଉଥିଲା। ତାର  ପରିବାର ଲୋକେ ଚିକିତ୍ସା ପାଇଁ ଭଦ୍ରକର ଏକ ଘରୋଇ ନର୍ସିଂ ହୋମକୁ ଆଣି ଜଣେ ଡାକ୍ତରଙ୍କ ନିକଟରେ ଚିକିତ୍ସା କରି ଘରକୁ ନେଇ ଯାଇଥିଲେ।  ମାତ୍ର ତାର ଦେହ ଆହୁରି ଖରାପ ହେବାରୁ ସେମାନେ  ପୁଣି ସେହି ଡ଼ାକ୍ତରଙ୍କ ନିକଟକୁ ଆଣିଥିଲେ।  ନାବାଳକଟିର ଦେହ ଅଧିକ ଖରାପ ହେବାରୁ ତାକୁ ଭଦ୍ରକ  ଡାକ୍ତରଖାନାରେ ଆଡ଼ିମିସନ୍ କରି ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ତାର ପରିବାର ଲୋକେ ଚିକିତ୍ସା ପାଇଁ ଭଦ୍ରକ ମେଡ଼ିକାଲକୁ ଆଣିଥିବା ବେଳେ ଭଦ୍ରକ ମେଡିକାଲରେ ତାର ଚିକିତ୍ସା ନକରି ତାକୁ ଗେଲପୁର ଶିଶୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ କହିଥିଲେ। ଏମିତି ଅବସ୍ଥା ଭିତରେ ଭିନ୍ନକ୍ଷମ ଅସୁସ୍ଥ ଶିଶୁର ଭଦ୍ରକ ମେଡିକାଲରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ନାବାଳକର ମୃତ୍ୟୁ ପାଇଁ ପରିବାର ଲୋକେ ଡାକ୍ତରଙ୍କୁ ଦାୟୀ କରିଥିଲେ।

ତାର ପରିବାର ଲୋକେ ଚିକିତ୍ସା ପାଇଁ ଭଦ୍ରକ ମେଡ଼ିକାଲକୁ ଆଣିଥିବା ବେଳେ ଭଦ୍ରକ ମେଡିକାଲରେ ତାର ଚିକିତ୍ସା ନକରି ତାକୁ ଗେଲପୁର ଶିଶୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ କହିଥିଲେ। ଏମିତି ଅବସ୍ଥା ଭିତରେ ଭିନ୍ନକ୍ଷମ ଅସୁସ୍ଥ ଶିଶୁର ଭଦ୍ରକ ମେଡିକାଲରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେନାବାଳକର ମୃତ୍ୟୁ ପାଇଁ ପରିବାର ଲୋକେ ଡାକ୍ତରଙ୍କୁ ଦାୟୀ କରିଥିଲେ। ଏହି ଘଟଣାକୁ ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗି ରହିଥିବା ବେଳେରାତିରେ ମେମିକଳର ଜଣେ କର୍ମଚାରୀଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା। ଭଦ୍ରକ ମେଡ଼ିକାଲର ଏଭଳି ଅବସ୍ଥାକୁ ନେଇ ସାଧାରଣରେ ଆସ୍ଥା ତୁଟିଯିବାକୁ ବସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe