କଟକ ସଦର ଥାନା ଅଞ୍ଚଳରେ ଦୋଳ ବିମାନ ଯିବା ବେଳେ ଗୋଷ୍ଠୀ ସଂଘର୍ଷ

କଟକ ସଦର ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୋଳ ବିମାନ ଯିବା ବେଳେ ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗଣ୍ଡଗୋଳ ହୋଇଛି । ମାରପିଟ ଯୋଗୁଁ ଏକାଧିକ ଯୁବକ ଆହତ ହୋଇଥିବାର ଖବର ମିଳିଛି। ସୁଭଦ୍ରାପୁରର କିଛି ଯୁବକ ନିଶାସକ୍ତ ଅବସ୍ଥାରେ ଉତ୍ତମାପୁରର କିଛି ଯୁବକଙ୍କୁ ଲୁହା ରଡରେ ଆକ୍ରମଣ କରିଥିବା ସୂଚନା ରହିଛି।

zx

କଟକ: କଟକ ସଦର ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୋଳ ବିମାନ ଯିବା ବେଳେ ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗଣ୍ଡଗୋଳ ହୋଇଛି । ମାରପିଟ ଯୋଗୁଁ ଏକାଧିକ ଯୁବକ ଆହତ ହୋଇଥିବାର ଖବର ମିଳିଛି। ସୁଭଦ୍ରାପୁରର କିଛି ଯୁବକ ନିଶାସକ୍ତ ଅବସ୍ଥାରେ ଉତ୍ତମାପୁରର କିଛି ଯୁବକଙ୍କୁ ଲୁହା ରଡରେ ଆକ୍ରମଣ କରିଥିବା ସୂଚନା ରହିଛି।

କଟକ ସଦର ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଦୋଳ ବିମାନ ଯିବା ବେଳେ ଉତ୍ତମାପୁର-ସୁଭଦ୍ରାପୁର ମଧ୍ୟରେ ଗଣ୍ଡଗୋଳ ହୋଇଛି । ମାରପିଟ ଯୋଗୁଁ ଏକାଧିକ ଯୁବକ ଆହତ ହୋଇଥିବାର ଖବର ମିଳିଛି। ସୁଭଦ୍ରାପୁରର କିଛି ଯୁବକ ନିଶାସକ୍ତ ଅବସ୍ଥାରେ ଉତ୍ତମାପୁରର କିଛି ଯୁବକଙ୍କୁ ଲୁହା ରଡରେ ଆକ୍ରମଣ କରିଥିବା ସୂଚନା ରହିଛି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବା ସହ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛି। ସୀମା ବିବାଦକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବା ସହ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛି। ସୀମା ବିବାଦକୁ ନେଇ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe