ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ପ୍ରସବକୁ ନେଇ ଉତ୍ତେଜନା

ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ରିପୋର୍ଟରେ ଦୁଇଟି ପିଲା ଥିବା କଥା କୁହାଯାଉଥିବା ବେଳେ ଆଉ ଗୋଟିଏ ପିଲା କୁଆଡ଼େ ଗଲା। ଏହାକୁ ନେଇ ମେଡିକାଲ ପରିସରରେ କିଛି ସମୟ ଯାଏ ଉତ୍ତେଜନା ଦେଖିବାକୁ ମିଳିଥିଲା। 

ଷଣ୍ଢ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ପ୍ରସବକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ରାଇବଣିଆ ଥାନା ମାକିଡିଆର କାହ୍ନୁ ଚରଣ ପାଲଙ୍କ ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡେଲିଭରି ରୁମକୁ ନେବା ପୂର୍ବରୁ ପ୍ରଥମେ ଅଲଟ୍ରାସାଉଣ୍ଡ କରାଯାଇଥିଲା। ଅଲଟ୍ରାସାଉଣ୍ଡ ରିପୋର୍ଟ ମୁତାବକ ମହିଳାଙ୍କ ପେଟରେ ୨ଟି ପିଲା ଥିବା କୁହାଯାଇଥିଲା । ହେଲେ ଡେଲିଭରିରେ କେବଳ ଗୋଟିଏ ପିଲା ଜନ୍ମ ହୋଇଥିବା କଥା ଡାକ୍ତର ସୂଚନା ଦେଇଥିଲେ। ଏହାକୁ ନେଇ ପରିବାର ଲୋକ ସ୍ତବ୍ଧ ହୋଇଯାଇଥିଲେ।

ରାଇବଣିଆ ଥାନା ମାକିଡିଆର କାହ୍ନୁ ଚରଣ ପାଲଙ୍କ ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡେଲିଭରି ରୁମକୁ ନେବା ପୂର୍ବରୁ ପ୍ରଥମେ ଅଲଟ୍ରାସାଉଣ୍ଡ କରାଯାଇଥିଲା। ଅଲଟ୍ରାସାଉଣ୍ଡ ରିପୋର୍ଟ ମୁତାବକ ମହିଳାଙ୍କ ପେଟରେ ୨ଟି ପିଲା ଥିବା କୁହାଯାଇଥିଲା । ହେଲେ ଡେଲିଭରିରେ କେବଳ ଗୋଟିଏ ପିଲା ଜନ୍ମ ହୋଇଥିବା କଥା ଡାକ୍ତର ସୂଚନା ଦେଇଥିଲେ। ଏହାକୁ ନେଇ ପରିବାର ଲୋକ ସ୍ତବ୍ଧ ହୋଇଯାଇଥିଲେ। ପରିବାର ଲୋକେ ଡାକ୍ତରଖାନା ପରିସରରେ ହୋହାଲ୍ଲା କରିଛନ୍ତି। ସେମାନଙ୍କ କହିବା କଥା ଅଲଟ୍ରାସାଉଣ୍ଡ ରିପୋର୍ଟରେ ଦୁଇଟି ପିଲା ଥିବା କଥା କୁହାଯାଉଥିବା ବେଳେ ଆଉ ଗୋଟିଏ ପିଲା କୁଆଡ଼େ ଗଲା। ଏହାକୁ ନେଇ ମେଡିକାଲ ପରିସରରେ କିଛି ସମୟ ଯାଏ ଉତ୍ତେଜନା ଦେଖିବାକୁ ମିଳିଥିଲା। 

ପରିବାର ଲୋକେ ଡାକ୍ତରଖାନା ପରିସରରେ ହୋହାଲ୍ଲା କରିଛନ୍ତି। ସେମାନଙ୍କ କହିବା କଥା ଅଲଟ୍ରାସାଉଣ୍ଡ ରିପୋର୍ଟରେ ଦୁଇଟି ପିଲା ଥିବା କଥା କୁହାଯାଉଥିବା ବେଳେ ଆଉ ଗୋଟିଏ ପିଲା କୁଆଡ଼େ ଗଲା। ଏହାକୁ ନେଇ ମେଡିକାଲ ପରିସରରେ କିଛି ସମୟ ଯାଏ ଉତ୍ତେଜନା ଦେଖିବାକୁ ମିଳିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe