ରାଜଧାନୀରେ ଗଛ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ରାଜଧାନୀରେ ଗଛ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ ହସ୍ପିଟାଲ ନିକଟସ୍ଥ ଶ୍ୟାମପୁର ଗାଁର ପଣ୍ଡାକୁଦିଆ ବସ୍ତିରେ। ପଣ୍ଡାକୁଦିଆ ବସ୍ତିରେ ଥିବା ଏକ ବରଗଛକୁ କିଛି ବ୍ୟକ୍ତି ମିଶି କାଟି ଦେବାରୁ ଏଭଳି ଘଟଣା ଘଟିଛି।

bharatpur ps

ଭୁବନେଶ୍ବର: ରାଜଧାନୀରେ ଗଛ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ ହସ୍ପିଟାଲ ନିକଟସ୍ଥ ଶ୍ୟାମପୁର ଗାଁର ପଣ୍ଡାକୁଦିଆ ବସ୍ତିରେ। ପଣ୍ଡାକୁଦିଆ ବସ୍ତିରେ ଥିବା ଏକ ବରଗଛକୁ କିଛି ବ୍ୟକ୍ତି ମିଶି କାଟି ଦେବାରୁ ଏଭଳି ଘଟଣା ଘଟିଛି। 

କଟା ଯାଇଥିବା ବରଗଛ ତଳେ ପ୍ରତ୍ୟେକ ଦିନ ବସ୍ତିର କରି ଯୁବକ ବସି ସେଠାରେ ମଦ,ଗଞ୍ଜେଇ ଖାଇବା ସହିତ ମହିଳାମାନଙ୍କୁ ମଧ୍ୟ କମେଣ୍ଟ ମାରନ୍ତି। ଖବର ପାଇ ଘଟଣାସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚିଥିଲା। ଏହି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ କଟା ଯାଇଥିବା ବରଗଛ ତଳେ ପ୍ରତ୍ୟେକ ଦିନ ବସ୍ତିର କରି ଯୁବକ ବସି ସେଠାରେ ମଦ,ଗଞ୍ଜେଇ ଖାଇବା ସହିତ ମହିଳାମାନଙ୍କୁ ମଧ୍ୟ କମେଣ୍ଟ ମାରନ୍ତି। ଖବର ପାଇ ଘଟଣାସ୍ଥଳରେ ଭରତପୁର ଥାନା ପୁଲିସ ପହଞ୍ଚିଥିଲା। ଏହି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରେ  ଦୁଇ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe