ରୋଗୀ ମୃତ୍ୟୁକୁ ନେଇ ଘରୋଇ କ୍ଲିନିକ୍ ସମ୍ମୁଖରେ ଉତ୍ତେଜନା

Advertisment

ରୋଗୀ ମୃତ୍ୟୁକୁ ନେଇ ଘରୋଇ କ୍ଲିନିକ୍ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି। ଘଟଣାଟି ବିଳମ୍ବିତ ରାତିରେ ଘଟିଛି ଗୋଇଲୁଣ୍ଡି ଛକରେ ଥିବା ବିନାୟକ ମେଡିକାଲ ନାମକ ଏକ ଘରୋଇ କ୍ଲିନିକ୍ ରେ।

ରୋଗୀ ମୃତ୍ୟୁକୁ ନେଇ ଘରୋଇ କ୍ଲିନିକ୍ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି। ଘଟଣାଟି ବିଳମ୍ବିତ ରାତିରେ ଘଟିଛି ଗୋଇଲୁଣ୍ଡି ଛକରେ ଥିବା ବିନାୟକ ମେଡିକାଲ ନାମକ ଏକ ଘରୋଇ କ୍ଲିନିକ୍ ରେ।

baidyanathpur ps

ବ୍ରହ୍ମପୁର: ରୋଗୀ ମୃତ୍ୟୁକୁ ନେଇ ଘରୋଇ କ୍ଲିନିକ୍ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି। ଘଟଣାଟି ବିଳମ୍ବିତ ରାତିରେ ଘଟିଛି ଗୋଇଲୁଣ୍ଡି ଛକରେ ଥିବା ବିନାୟକ ମେଡିକାଲ ନାମକ ଏକ ଘରୋଇ କ୍ଲିନିକ୍ ରେ।

ରୋଗୀ ମୃତ୍ୟୁକୁ ନେଇ ଘରୋଇ କ୍ଲିନିକ୍ ସମ୍ମୁଖରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି। ଘଟଣାଟି ବିଳମ୍ବିତ ରାତିରେ ଘଟିଛି ଗୋଇଲୁଣ୍ଡି ଛକରେ ଥିବା ବିନାୟକ ମେଡିକାଲ ନାମକ ଏକ ଘରୋଇ କ୍ଲିନିକ୍ ରେ। ଉତ୍ତେଜନା ସ୍ଥିତିକୁ ନେଇ କ୍ଲିନିକ୍ କର୍ତ୍ତୃପକ୍ଷ ଓ କର୍ମଚାରୀ ଲୁଚିଥିବା ବେଳେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ଶାନ୍ତି  ଫେରାଇ ଆଣିବାକୁ ଚେଷ୍ଟା କରିଛି।

ଉତ୍ତେଜନା ସ୍ଥିତିକୁ ନେଇ କ୍ଲିନିକ୍ କର୍ତ୍ତୃପକ୍ଷ ଓ କର୍ମଚାରୀ ଲୁଚିଥିବା ବେଳେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ଶାନ୍ତି  ଫେରାଇ ଆଣିବାକୁ ଚେଷ୍ଟା କରିଛି। ତେବେ ପରିସ୍ଥିତି ଶାନ୍ତ ପଡ଼ିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe