ବଣବାଁରେଇ ଦେବୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଚୋରି

Advertisment

ବଣବାଁରେଇ ଦେବୀଙ୍କ ମନ୍ଦିରରୁ ଚୋରି ହୋଇଛି। ସକାଳୁ ପୂଜକ ଯାଇ ଦେଖିଥିଲେ କୁହଣ୍ଡା ତାଡ଼ି ଚୋରି ହୋଇଛି। ଚୋର ମା'ଙ୍କର ସୁନା ଆଖି ତାଡ଼ି ନେବା ସହ ରୁପା ମୁକୁଟ,  ସୁନାରୁପା ଅଳଙ୍କାର ଓ ଦାନ ବାକ୍ସର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଜଣାପଡ଼ିଛି। ଚୋରି ସମ୍ପର୍କରେ ପୁଲିସ ତଦନ୍ତ କରୁଛି।

27a7f14c-78a2-4421-911d-7e154f48a037 .jpeg

ବାରଙ୍ଗ: ଜୟପୁର ନିକଟ ବଣବାଁରେଇ ଦେବୀଙ୍କ ମନ୍ଦିରରୁ ଚୋରି ହୋଇଛି। ସକାଳୁ ପୂଜକ ଯାଇ ଦେଖିଥିଲେ କୁହଣ୍ଡା ତାଡ଼ି ଚୋରି ହୋଇଛି। ଚୋର ମା'ଙ୍କର ସୁନା ଆଖି ତାଡ଼ି ନେବା ସହ ରୁପା ମୁକୁଟ,  ସୁନାରୁପା ଅଳଙ୍କାର ଓ ଦାନ ବାକ୍ସର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିବା ଜଣାପଡ଼ିଛି। ଚୋରି ସମ୍ପର୍କରେ ସୂଚନା ପାଇ ପୁଲିସ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe