ଅଳଙ୍କାର ଦୋକାନରୁ ୨ ଶହ ଗ୍ରାମ ସୁନା ଓ ୮ କେଜି ରୁପା ଲୁଟିନେଲେ ଦୁର୍ବୃତ୍ତ

Advertisment

ଅଳଙ୍କାର ଦୋକାନରୁ ୨ ଶହ ଗ୍ରାମ ସୁନା ଓ ୮ କେଜି ରୁପା ଲୁଟିନେଲେ ଦୁର୍ବୃତ୍ତ। ସୁନ୍ଦରଗଡ଼ର ରାଧିକା ଜୁଏଲାରିରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Updated On

ଅଳଙ୍କାର ଦୋକାନରୁ ୨ ଶହ ଗ୍ରାମ ସୁନା ଓ ୮ କେଜି ରୁପା ଲୁଟିନେଲେ ଦୁର୍ବୃତ୍ତ। ସୁନ୍ଦରଗଡ଼ର ରାଧିକା ଜୁଏଲାରିରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
ୂରଂ

ସୁନ୍ଦରଗଡ଼: ଅଳଙ୍କାର ଦୋକାନରୁ ୨ ଶହ ଗ୍ରାମ ସୁନା ଓ ୮ କେଜି ରୁପା ଲୁଟିନେଲେ ଦୁର୍ବୃତ୍ତ। ସୁନ୍ଦରଗଡ଼ର ରାଧିକା ଜୁଏଲାରିରେ କଳାକନା ବୁଲାଇଲେ ଦୁର୍ବୃତ୍ତ।

ଗତକାଲି ବିଳମ୍ବିତ ରାତିରେ ଟାଉନ ଥାନା ରଙ୍ଗାଢିପାସ୍ଥିତ ମହେନ୍ଦ୍ର ପ୍ରସାଦ ସ୍ବର୍ଣ୍ଣକାରଙ୍କ ରାଧିକା ଜୁଏଲାରିରେ କଳାକନା ବୁଲାଇଛନ୍ତି ଚୋର। ଦୁର୍ବୃତ୍ତମାନେ ଦୋକାନର କବାଟ ଭାଙ୍ଗି ୨ ଶହ ଗ୍ରାମ ଓ ୮ କେଜି ରୁପା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି। ସକାଳୁ ଦୋକାନ ଖୋଲିବାକୁ ମାଲିକ ପହଞ୍ଚିଲା ବେଳକୁ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ପୁଲିସକୁ ସୂଚନା ଦେଇଥିଲେ। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଟାଉନ ଥାନା ରଙ୍ଗାଢିପାସ୍ଥିତ ମହେନ୍ଦ୍ର ପ୍ରସାଦ ସ୍ବର୍ଣ୍ଣକାରଙ୍କ ରାଧିକା ଜୁଏଲାରିରେ କଳାକନା ବୁଲାଇଛନ୍ତି ଚୋର। ଦୁର୍ବୃତ୍ତମାନେ ଦୋକାନର କବାଟ ଭାଙ୍ଗି ୨ ଶହ ଗ୍ରାମ ଓ ୮ କେଜି ରୁପା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି। ସକାଳୁ ଦୋକାନ ଖୋଲିବାକୁ ମାଲିକ ପହଞ୍ଚିଲା ବେଳକୁ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ପୁଲିସକୁ ସୂଚନା ଦେଇଥିଲେ। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe