ସିମୁଳିଆରେ ଚାଞ୍ଚଲ୍ୟ: ତାରିଣୀ ମନ୍ଦିରରେ ମା‘ଙ୍କ ଲକ୍ଷାଧିକ ଟଙ୍କାର ଗହଣା ଚୋରି

Advertisment

ସିମୁଳିଆ ଥାନା ସାନ ମଇତାପୁରରେ ଥିବା ମା ତାରିଣୀ ମନ୍ଦିର ଗତକାଲି ରାତିରେ ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡ଼ିଛି। ପୂଜକଙ୍କ କହିବା ଅନୁଯାୟୀ ମା ତାରିଣୀଙ୍କର  ସୁନା ଚିତା, ରୁପା ଅଳଙ୍କାର, ହାତ ଘଣ୍ଟି ,୨ଟି ଏବଂ ଦାମୀ ଜିନିଷ ପତ୍ର ଚୋରି ହୋଇଛି, ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ। 

Untitled0989

ସୋର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ସାନ ମଇତାପୁରରେ ଥିବା ମା ତାରିଣୀ ମନ୍ଦିର ଗତକାଲି ରାତିରେ ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡ଼ିଛି। ନବରାତ୍ରୀ  ପୂଜା ଚାଲିଥିବାରୁ ମା ଙ୍କୁ ସୁସଜ୍ଜିତ କରାଯାଇଥିଲା।

ସୂଚନା ଅନୁସାରେ, ଆଜି ସକାଳେ ମନ୍ଦିରର ପୂଜକ  ପୂଜା କରିବା ପାଇଁ ଆସିଥିବା ସମୟରେ ମନ୍ଦିରରେ ଲାଗିଥିବା  ତାଲା ତଳେ ପଡ଼ିଥିବା ଏବଂ ଉପରେ ଲାଗିଥିବା ଘଣ୍ଟା ବି ନଥିବା ଦେଖି ଲୋକଙ୍କୁ ଖବର ଦେଇଥିଲେ। ତୁରନ୍ତ ଗ୍ରାମଵାସୀ ମନ୍ଦିରରେ ପହଞ୍ଚି  ସିମୁଳିଆ ଥାନାକୁ ଖବର ହେଇଥିଲେ।  ଖବର ପାଇ ସିମୁଳିଆ ପୁଲିସ୍  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୂଜକଙ୍କ କହିବା ଅନୁଯାୟୀ ମା ତାରିଣୀଙ୍କର  ସୁନା ଚିତା, ରୁପା ଅଳଙ୍କାର, ହାତ ଘଣ୍ଟି ,୨ଟି ଏବଂ ଦାମୀ ଜିନିଷ ପତ୍ର ଚୋରି ହୋଇଛି, ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe