ସୁନ୍ଦରଗଡ଼ରେ ମାତିଲେ ଚୋର, ଶେଷକୁ ମନ୍ଦିରରେ ବି ପଶିଲେ

Advertisment

ଗତକାଲି ରାତିରେ ସୁନ୍ଦରଗଡ଼ ଟାଉନ ଥାନା ରାଜବାଟୀ ନିକଟ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଚୋରି କରିବା ସହ ପୂଜକଙ୍କ ଘରର ତାଲା ଭାଙ୍ଗି ଭିତରୁ ଆଲମିରା ତାଡ଼ି ନଗଦ ଚୋରି କରିନେଇଥିବା ଅଭିଯୋଗ ହୋଇଛି।

ଗତକାଲି ରାତିରେ ସୁନ୍ଦରଗଡ଼ ଟାଉନ ଥାନା ରାଜବାଟୀ ନିକଟ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଚୋରି କରିବା ସହ ପୂଜକଙ୍କ ଘରର ତାଲା ଭାଙ୍ଗି ଭିତରୁ ଆଲମିରା ତାଡ଼ି ନଗଦ ଚୋରି କରିନେଇଥିବା ଅଭିଯୋଗ ହୋଇଛି।

bnj

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ମାତିଛନ୍ତି ଚୋର। ପ୍ରତି ରାତିରେ ସହରରେ କେଉଁଠି ନା କେଉଁଠି କାହା ଘରେ ଚୋର ପଶି କଳାକନା ବୁଲାଉଛନ୍ତି। ପୁଲିସ ଚୋରଙ୍କୁ ଧରୁଛି ସତ, କିନ୍ତୁ ପୁଲିସ ଡାଳେଡାଳେ ଗଲେ ଚୋର ପତ୍ରେ ପତ୍ରେ ଯିବା ଭଳି ସ୍ଥିତିଦେଖାଦେଇଛି। ଏମିତି ହୋଇଛି ଯେ ଚୋର ମନ୍ଦିରକୁ ବି ଛାଡ଼ୁ ନାହାନ୍ତି।

ଗତକାଲି ରାତିରେ ସୁନ୍ଦରଗଡ଼ ଟାଉନ ଥାନା ରାଜବାଟୀ ନିକଟ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଚୋରି କରିବା ସହ ପୂଜକଙ୍କ ଘରର ତାଲା ଭାଙ୍ଗି ଭିତରୁ ଆଲମିରା ତାଡ଼ି ନଗଦ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ରାତିରେ କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ବେଳେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି। ତେବେ କେତେ ଟଙ୍କା ଚୋରି ହୋଇଛି, ତାହାର ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ତେବେ ବର୍ଷେ ହେଲା ହୁଣ୍ଡି ଖୋଲା ହୋଇନଥିବା କୁହାଯାଉଛି।

ଘଟଣାକ୍ରମେ, ଗତକାଲି ରାତିରେ ସୁନ୍ଦରଗଡ଼ ଟାଉନ ଥାନା ରାଜବାଟୀ ନିକଟ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଚୋରି କରିବା ସହ ପୂଜକଙ୍କ ଘରର ତାଲା ଭାଙ୍ଗି ଭିତରୁ ଆଲମିରା ତାଡ଼ି ନଗଦ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ରାତିରେ କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ବେଳେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି। ତେବେ କେତେ ଟଙ୍କା ଚୋରି ହୋଇଛି, ତାହାର ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ତେବେ ବର୍ଷେ ହେଲା ହୁଣ୍ଡି ଖୋଲା ହୋଇନଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe