ବୀରମିତ୍ରପୁରରୁ ଚୋରି ହାଇୱା ମନୋହରପୁରରୁ ଉଦ୍ଧାର

Advertisment

ବୀରମିତ୍ରପୁର ବିର୍ସାମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ବିଜୟ ପେଟ୍ରୋଲପମ୍ପ ସାମନାରୁ ରବିବାର ରାତିରେ ଚୋରି ହୋଇଥିବା ହାଇୱା ଝାଡ଼ଖଣ୍ଡର ମନୋହରପୁରରୁ ଉଦ୍ଧାର ହୋଇଛି।

ବୀରମିତ୍ରପୁର ବିର୍ସାମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ବିଜୟ ପେଟ୍ରୋଲପମ୍ପ ସାମନାରୁ ରବିବାର ରାତିରେ ଚୋରି ହୋଇଥିବା ହାଇୱା ଝାଡ଼ଖଣ୍ଡର ମନୋହରପୁରରୁ ଉଦ୍ଧାର ହୋଇଛି।

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଲେ ପୁଲିସ୍ ମହାନିର୍ଦେଶକ

ବୀରମିତ୍ରପୁର: ବୀରମିତ୍ରପୁର ବିର୍ସାମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ବିଜୟ ପେଟ୍ରୋଲପମ୍ପ ସାମନାରୁ ରବିବାର ରାତିରେ ଚୋରି ହୋଇଥିବା ହାଇୱା ଝାଡ଼ଖଣ୍ଡର ମନୋହରପୁରରୁ ଉଦ୍ଧାର ହୋଇଛି।

ସୂଚନାନୁସାରେ, ହାଇୱା ନମ୍ବର ଓଡି ୧୪ ଏଚ୍‌ ୦୭୯୧କୁ କେହି ଦୁର୍ବୃତ୍ତ ଚୋରିକରି ନେଇଥିଲା। ସୋମବାର ସକାଳେ ଗାଡ଼ିମାଲିକ ଘନଶ୍ୟାମ ଅଗ୍ରୱାଲ ବୀରମିତ୍ରପୁର ଥାନାରେ ଏ ସମ୍ପର୍କରେ ଏକ ଲିଖିତ ଏତଲା ଦେଇଥିଲେ। ବୀରମିତ୍ରପୁର ଥାନାଧିକାରୀ ରାମପ୍ରସାଦ ନାଗଙ୍କ ନିର୍ଦେଶକ୍ରମେ ପୁଲିସଦଳ ବୀରମିତ୍ରପୁର ସୀମାନ୍ତର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିବା ପରେ ନୂଆଗାଁ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟ ମନୋହରପୁରର ଫଟକା ଗ୍ରାମ ନିକଟରୁ ହାଇୱାଟିକୁ ଉଦ୍ଧାର କରିଥିଲେ। ଚୋରମାନେ ଗାଡିର ଡିଜେଲ ସରିଯିବା ପରେ ଗାଡ଼ିକୁ ସେଠାରେ ଛାଡ଼ି ବ୍ୟାଟେରି ନେଇ ସେଠାରୁ ଫେରାର ହୋଇଯାଇଛନ୍ତି।

ହାଇୱା ନମ୍ବର ଓଡି ୧୪ ଏଚ୍‌ ୦୭୯୧କୁ କେହି ଦୁର୍ବୃତ୍ତ ଚୋରିକରି ନେଇଥିଲା। ସୋମବାର ସକାଳେ ଗାଡ଼ିମାଲିକ ଘନଶ୍ୟାମ ଅଗ୍ରୱାଲ ବୀରମିତ୍ରପୁର ଥାନାରେ ଏ ସମ୍ପର୍କରେ ଏକ ଲିଖିତ ଏତଲା ଦେଇଥିଲେ। ବୀରମିତ୍ରପୁର ଥାନାଧିକାରୀ ରାମପ୍ରସାଦ ନାଗଙ୍କ ନିର୍ଦେଶକ୍ରମେ ପୁଲିସଦଳ ବୀରମିତ୍ରପୁର ସୀମାନ୍ତର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିବା ପରେ ନୂଆଗାଁ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟ ମନୋହରପୁରର ଫଟକା ଗ୍ରାମ ନିକଟରୁ ହାଇୱାଟିକୁ ଉଦ୍ଧାର କରିଥିଲେ। ଚୋରମାନେ ଗାଡିର ଡିଜେଲ ସରିଯିବା ପରେ ଗାଡ଼ିକୁ ସେଠାରେ ଛାଡ଼ି ବ୍ୟାଟେରି ନେଇ ସେଠାରୁ ଫେରାର ହୋଇଯାଇଛନ୍ତି।

ସୂଚନାଯୋଗ୍ୟ ଯେ, ରାତିରେ ବିଜୟ ପେଟ୍ରୋଲ ପମ୍ପରୁ ଦୁର୍ବୃତ୍ତମାନେ ଅଫିସ ଝରକା ଭାଙ୍ଗି ଡ୍ରୟାରରେ ଥିବା ୮୦ ହଜାର ଟଙ୍କା ନେଇଯାଇଥିବା ମାଲିକ ବିଜୟ ଅଗ୍ରୱାଲ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବୀରମିତ୍ରପୁର ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe