ଲଇକେରାରେ ବାଘ ଆତଙ୍କ, ତଦନ୍ତ ଆରମ୍ଭ କଲା ବନବିଭାଗ

Advertisment

ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ବାଘ ଆତଙ୍କ। ଜାମମାଲ ପଞ୍ଚାୟତ ଭୁକଲାପଡ଼ା ଅଞ୍ଚଳରେ ଆଜି ସକାଳୁ ବାଘର ପାଦ ଚି଼ହ୍ନ ଠାବ ହୋଇଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏକାକୀ ଜଙ୍ଗଲ ଭିତରକୁ ଯିବାକୁ ଗ୍ରାମବାସୀଙ୍କୁ ବାରଣ କରାଯାଇଛି।

Untitled

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ବାଘ ଆତଙ୍କ। ଜାମମାଲ ପଞ୍ଚାୟତ ଭୁକଲାପଡ଼ା ଅଞ୍ଚଳରେ ଆଜି ସକାଳୁ ବାଘର ପାଦ ଚି଼ହ୍ନ ଠାବ ହୋଇଛି। ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏକାକୀ ଜଙ୍ଗଲ ଭିତରକୁ ଯିବାକୁ ଗ୍ରାମବାସୀଙ୍କୁ ବାରଣ କରାଯାଇଛି।

ଜାମମାଲ ପଞ୍ଚାୟତ ଭୁକଲାପଡ଼ା ଅଞ୍ଚଳରେ ଆଜି ସକାଳୁ ବାଘର ପାଦ ଚି଼ହ୍ନ ଠାବ ହୋଇଛି। ସୂଚନା ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏକାକୀ ଜଙ୍ଗଲ ଭିତରକୁ ଯିବାକୁ ଗ୍ରାମବାସୀଙ୍କୁ ବାରଣ କରାଯାଇଛି। ଗତ ସପ୍ତାହରେ ଛତିଶଗଡ଼ରୁ ଏକ ମହାବଳ ବାଘ ସୁନ୍ଦରଗଡ଼ ଜଙ୍ଗଲକୁ ଆସିଥିବା ବେଳେ ଉକ୍ତ ବାଘ ଭୁକଲାପଡ଼ା ଦେଇ ବାମରା ଅଭିମୁଖେ ଯାଉଥିବା ବନ ବିଭାଗ ଆଶଙ୍କା କରୁଛି।

ଗତ ସପ୍ତାହରେ ଛତିଶଗଡ଼ରୁ ଏକ ମହାବଳ ବାଘ ସୁନ୍ଦରଗଡ଼ ଜଙ୍ଗଲକୁ ଆସିଥିବା ବେଳେ ଉକ୍ତ ବାଘ ଭୁକଲାପଡ଼ା ଦେଇ ବାମରା ଅଭିମୁଖେ ଯାଉଥିବା ବନ ବିଭାଗ ଆଶଙ୍କା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe