ନୂଆପଡ଼ା: ଖୋଲିଭିତର ଗାଁରେ ବାଘ ଆତଙ୍କ

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଖୋଲିଭିତର ସେକ୍ସନ ଖୋଲିଭିତର ଗାଁରେ ପୁଣି ବାଘ ଆତଙ୍କ ଦେଖା ଦେଇଛି l ଗତ ରାତିରେ ଖୋଲିଭିତର ଗାଁର ଧର୍ମୁ ଚିନ୍ଦାଙ୍କ ଗୁହାଳରେ ପଶି ଗୋଟିଏ ବାଛୁରୀକୁ ବାଘ ଆକ୍ରମଣ କରି ଗୁରୁତର ଆହତ କରି ଦେଇଛି l

ଅଦ୍ୟତନ ହୋଇଛି
leopard

ନୂଆପଡ଼ା

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଖୋଲିଭିତର ସେକ୍ସନ ଖୋଲିଭିତର ଗାଁରେ ପୁଣି ବାଘ ଆତଙ୍କ ଦେଖା ଦେଇଛି l ଗତ ରାତିରେ ଖୋଲିଭିତର ଗାଁର ଧର୍ମୁ ଚିନ୍ଦାଙ୍କ ଗୁହାଳରେ ପଶି ଗୋଟିଏ ବାଛୁରୀକୁ ବାଘ ଆକ୍ରମଣ କରି ଗୁରୁତର ଆହତ କରି ଦେଇଛି l ସୂଚନା ପାଇ ଆଜି ସକାଳେ ଅଭୟାରଣ୍ୟ ବିଭାଗର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଏହା ଏକ କଲରାପତରିଆ ବାଘ ବୋଲି ଜଣା ପଡ଼ୁଛି l ଗାଁରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି l

ସୂଚନା ପାଇ ଆଜି ସକାଳେ ଅଭୟାରଣ୍ୟ ବିଭାଗର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଏହା ଏକ କଲରାପତରିଆ ବାଘ ବୋଲି ଜଣା ପଡ଼ୁଛି l ଗାଁରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe