ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ବାଘ ଆତଙ୍କ: ବାଘର ପଦ ଚିହ୍ନ ଠାବ

ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ବାଘ ଆତଙ୍କ | ତାଡକାସାହି -ମାଡୁଆ ରାସ୍ତାରେ ବାଘର ପଦ ଚିହ୍ନ ଠାବ ହୋଇଛି | ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଏହାର ଅନୁଧ୍ୟାନ ଆରମ୍ଭ କରିଛି |

Tiger footprint

ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ବାଘ ଆତଙ୍କ | ତାଡକାସାହି -ମାଡୁଆ ରାସ୍ତାରେ ବାଘର ପଦ ଚିହ୍ନ ଠାବ ହୋଇଛି | ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଏହାର ଅନୁଧ୍ୟାନ ଆରମ୍ଭ କରିଛି | ବିଭାଗ ପକ୍ଷରୁ ୨ ଟିମ ଗଠନ କରାଯାଇଛି |

ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ବାଘ ଆତଙ୍କ | ତାଡକାସାହି -ମାଡୁଆ ରାସ୍ତାରେ ବାଘର ପଦ ଚିହ୍ନ ଠାବ ହୋଇଛି | ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ ବିଭାଗ ଏହାର ଅନୁଧ୍ୟାନ ଆରମ୍ଭ କରିଛି | ବିଭାଗ ପକ୍ଷରୁ ୨ ଟିମ ଗଠନ କରାଯାଇଛି |କଲରାପତରିଆ ବାଘ ବୁଲୁଥିବା ସନ୍ଦେହ କରାଯାଉଛି | ଏଥିପାଇଁ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଯାଇଥିଲା ବେଳେ ବନ ବିଭାଗ ବାଘର ଗତିବିଧି ଉପରେ ନଜର ରଖିଛି |

କଲରାପତରିଆ ବାଘ ବୁଲୁଥିବା ସନ୍ଦେହ କରାଯାଉଛି | ଏଥିପାଇଁ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଯାଇଥିଲା ବେଳେ ବନ ବିଭାଗ ବାଘର ଗତିବିଧି ଉପରେ ନଜର ରଖିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe