ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ପର୍ଯ୍ୟଟକଙ୍କୁ ଧରିଲା ଜଗନ୍ନାଥ ଟେମ୍ପଲ ପୁଲିସ

Advertisment

ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଛି ଜଗନ୍ନାଥ ଟେମ୍ପଲ ପୁଲିସ। ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୁଲିସ ଜେଟିପି ହାତରେ ବ୍ୟକ୍ତି ଜଣକ ଧରାପଡ଼ିଛି। ପରେ ତାଙ୍କୁ ସିଂହଦ୍ୱାର ପୁଲିସ ଜିମା ଦିଆଯାଇଛି।

ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଛି ଜଗନ୍ନାଥ ଟେମ୍ପଲ ପୁଲିସ। ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୁଲିସ ଜେଟିପି ହାତରେ ବ୍ୟକ୍ତି ଜଣକ ଧରାପଡ଼ିଛି। ପରେ ତାଙ୍କୁ ସିଂହଦ୍ୱାର ପୁଲିସ ଜିମା ଦିଆଯାଇଛି।

jagannath temple-the financial express

ପୁରୀ: ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଛି ଜଗନ୍ନାଥ ଟେମ୍ପଲ ପୁଲିସ। ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୁଲିସ ଜେଟିପି ହାତରେ ବ୍ୟକ୍ତି ଜଣକ ଧରାପଡ଼ିଛି। ପରେ ତାଙ୍କୁ ସିଂହଦ୍ୱାର ପୁଲିସ ଜିମା ଦିଆଯାଇଛି। ବ୍ୟକ୍ତି ଜଣକ ବିହାରର ବୋଲି ପ୍ରାଥମିକ ସୂଚନା ମିଳିଛି।

ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଛି ଜଗନ୍ନାଥ ଟେମ୍ପଲ ପୁଲିସ। ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୁଲିସ ଜେଟିପି ହାତରେ ବ୍ୟକ୍ତି ଜଣକ ଧରାପଡ଼ିଛି। ପରେ ତାଙ୍କୁ ସିଂହଦ୍ୱାର ପୁଲିସ ଜିମା ଦିଆଯାଇଛି। ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି। ତେବେ ଏନେଇ ଅଧିକ ଛାନ୍ ଭିନ କରୁଛି ସିଂହଦ୍ୱାର ପୁଲିସ। 

ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି।  ତେବେ ଏନେଇ ଅଧିକ ଛାନ୍ ଭିନ କରୁଛି ସିଂହଦ୍ୱାର ପୁଲିସ। ପୂର୍ବରୁ ଗଞ୍ଜାମର ଜଣେ ବ୍ୟକ୍ତି ମନ୍ଦିର ଅଁଳା ବେଢ଼ା ଉପରକୁ ଚଢ଼ି ସୁରକ୍ଷାକୁ ଚ୍ୟାଲେଞ୍ଜ ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe