Train boggies derail: ଚେନ୍ନାଇ ନିୟୁ ଜଲପାଇଗୁଡି ଟ୍ରେନର ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ

Advertisment

ଆଜି ଯାଜପୁର ଜିଲ୍ଲାର ଜଖପୁରା ଷ୍ଟେସନରେ ଚେନ୍ନାଇ ନିୟୁ ଜଲପାଇଗୁଡି ଟ୍ରେନର ତିନି ଗୋଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଛି | ତେବେ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ।

ଆଜି ଯାଜପୁର ଜିଲ୍ଲାର ଜଖପୁରା ଷ୍ଟେସନରେ ଚେନ୍ନାଇ ନିୟୁ ଜଲପାଇଗୁଡି ଟ୍ରେନର ତିନି ଗୋଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଛି | ତେବେ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ।

IMG-20260205-WA0021

ଜଖପୁରା: ଆଜି ଯାଜପୁର ଜିଲ୍ଲାର ଜଖପୁରା ଷ୍ଟେସନରେ ଚେନ୍ନାଇ ନିୟୁ ଜଲପାଇଗୁଡି ଟ୍ରେନର ତିନି ଗୋଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଛି | ତେବେ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନାହିଁ। ଲାଇନ୍ କାର୍ଯ୍ୟ ଚାଲୁଥିବାବେଳେ ଟ୍ରେନର ଗତି କମ୍ ଥିବାରୁ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ।

ମିଳିଥିବା ସୂଚନା ମୁତାବକ ସକାଳ ୮ ଟା ୫୦ ମିନିଟରେ ଘଟଣା ଘଟିଛି । ଟ୍ରାକ୍ ଚେଞ୍ଜ କରୁଥିବା ବେଳେ ଗୋଟିଏ ଏସି ବଗି ଓ ଦୁଇଟି ଜେନେରାଲ ବଗି ଲାଇନଚ୍ୟୁତ ହୋଇଯାଇଥିଲା | ବର୍ତ୍ତମାନ ତିନୋଟି ବଗିକୁ ପୁଣି ଧାରଣା ଉପରକୁ ଉଠାଇବାକୁ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଯାଜପୁର ରୋଡ ରେଲବାଇ ପୁଲିସ ଉପସ୍ଥିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe