ଟ୍ରଲର ସହିତ ‌ହାଇୱା ମୁହାଁମୁହିଁ ଧକ୍କା, ହାୱାଇ ଚାଳକ ଗୁରୁତର

Advertisment

୫୫ ନଂ ଜାତୀୟ ରାଜପଥ ଗୁଡିଆକାଟେଣି ନିକଟରେ ଗୋଟିଏ ଟ୍ରଲର ସହିତ ‌ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ହାୱାଇ ଟ୍ରକ ଡ଼୍ରାଇଭର ଗୁରୁତର ଆହତ ହୋଇଥିଲେ। ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ପଠାଇଛି।

1e03ea52-57d0-47a1-bea6-e3285504aa0d

ଓଡ଼ାପଡ଼ା: ଆଜି ସକାଳ ପ୍ରାୟ ସ‌ାଢ଼େ ୮ଟା ସମୟରେ ୫୫ ନଂ ଜାତୀୟ ରାଜପଥ ଗୁଡିଆକାଟେଣି ନିକଟରେ ଗୋଟିଏ ଟ୍ରଲର ସହିତ ‌ହାଇୱା  ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ହାଇୱା ଟ୍ରକ ଡ଼୍ରାଇଭର ଗୁରୁତର ଆହତ ହୋଇଥିଲେ।

ଆଜି ସକାଳ ପ୍ରାୟ ସ‌ାଢ଼େ ୮ଟା ସମୟରେ ୫୫ ନଂ ଜାତୀୟ ରାଜପଥ ଗୁଡିଆକାଟେଣି ନିକଟରେ ଗୋଟିଏ ଟ୍ରଲର ସହିତ ‌ହାଇୱା  ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ହାଇୱା ଟ୍ରକ ଡ଼୍ରାଇଭର ଗୁରୁତର ଆହତ ହୋଇଥିଲେ।ହିନ୍ଦୋଳ ରୋଡ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ପଠାଇଛି।

ହିନ୍ଦୋଳ ରୋଡ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ପଠାଇଛି। ମୋଟଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe