ବଢ଼ି ପାଣିରେ ଭାସିଗଲା ଟ୍ରେଲର

Advertisment

ପୋଲ ପାର ହେଉଥିବା ବେଳେ ବଢ଼ି ପାଣିରେ ଭାସିଗଲା ଟ୍ରେଲର। ହେଲପରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଚାଳକ ନିଖୋଜ ରହିଛନ୍ତି। ଏନେଇ ସ୍ଥାନୀୟ ଲୋକେ ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିବା ଜଣାପଡିଛି ।

ପୋଲ ପାର ହେଉଥିବା ବେଳେ ବଢ଼ି ପାଣିରେ ଭାସିଗଲା ଟ୍ରେଲର। ହେଲପରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଚାଳକ ନିଖୋଜ ରହିଛନ୍ତି। ଏନେଇ ସ୍ଥାନୀୟ ଲୋକେ ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିବା ଜଣାପଡିଛି ।

Untitled

ସୁନ୍ଦରଗଡ଼: ପୋଲ ପାର ହେଉଥିବା ବେଳେ ବଢ଼ି ପାଣିରେ ଭାସିଗଲା ଟ୍ରେଲର। ହେଲପରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଚାଳକ ନିଖୋଜ ରହିଛନ୍ତି। ବଡ଼ଗାଁ ଥାନା ଝଣ୍ଟେଲବୁଡ଼ ନିକଟ ସଫେଇ ନଦୀ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ସେଥିରେ ଏକ ଟ୍ରେଲର ପାର ହେବାକୁ ପ୍ରୟାସ କରୁଥିବା ବେଳେ ଭାସି ଯାଇଛି। 

ପୋଲ ପାର ହେଉଥିବା ବେଳେ ବଢ଼ି ପାଣିରେ ଭାସିଗଲା ଟ୍ରେଲର। ହେଲପରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଚାଳକ ନିଖୋଜ ରହିଛନ୍ତି। ବଡ଼ଗାଁ ଥାନା ଝଣ୍ଟେଲବୁଡ଼ ନିକଟ ସଫେଇ ନଦୀ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ସେଥିରେ ଏକ ଟ୍ରେଲର ପାର ହେବାକୁ ପ୍ରୟାସ କରୁଥିବା ବେଳେ ଭାସି ଯାଇଛି। କୌଣସି ମତେ ହେଲପର ଅବିନାଶ ବାର୍ଲାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡ଼୍ରାଇଭର ସୁଜିତ ଆଇନ୍ଦ ନିଖୋଜ ରହିଛନ୍ତି।

କୌଣସି ମତେ ହେଲପର ଅବିନାଶ ବାର୍ଲାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡ଼୍ରାଇଭର ସୁଜିତ ଆଇନ୍ଦ ନିଖୋଜ ରହିଛନ୍ତି। ଏନେଇ ସ୍ଥାନୀୟ ଲୋକେ ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe