ଭାରସାମ୍ୟ ହରାଇ ଓଲଟିଲା ସାର ବୋଝେଇ ଟ୍ରକ୍ , ଅଳ୍ପକେ ବର୍ତ୍ତିଲେ ଚାଳକ

ଶନିବାର ସକାଳ ସାଢ଼େ ୧୦ଟା ସମୟରେ ବାଉଁଶୁଣୀ ଥାନା ତାଳସରଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ସାର ବୋଝେଇ ଟ୍ରକ୍ ଓଲଟିଥିଲା। ତେବେ ଟ୍ରକ୍ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

zx

ଜହ୍ନାପଙ୍କ: ଶନିବାର ସକାଳ ସାଢ଼େ ୧୦ଟା ସମୟରେ ବାଉଁଶୁଣୀ ଥାନା ତାଳସରଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ସାର ବୋଝେଇ ଟ୍ରକ୍ ଓଲଟିଥିଲା। ତେବେ ଟ୍ରକ୍ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ଭୋର ପ୍ରାୟ ୪ ଟାରେ ପାରାଦୀପ ଠାରୁ ସାର ବୋଝେଇ କରି ନୂଆପଡ଼ାକୁ ଯାଉଥିବା ଏକ ଟ୍ରକ (ଓ ଡି ୦୫-କେ ୭୨୦୭) ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଥାନା ତାଳସରଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତାର ବାମ କଡ଼କୁ ତଳକୁ ଓଲଟି ପଡ଼ିଥିଲା l ଦୁର୍ଘଟଣାରେ ଚାଳକ ବର୍ତ୍ତି ଯାଇଥିବା ବେଳେ ସାର ବସ୍ତାଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିଲା l ବାଉଁଶୁଣୀ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଚାଳକଙ୍କର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ ଟାରେ ପାରାଦୀପ ଠାରୁ ସାର ବୋଝେଇ କରି ନୂଆପଡ଼ାକୁ ଯାଉଥିବା ଏକ ଟ୍ରକ (ଓ ଡି ୦୫-କେ ୭୨୦୭) ଜାତୀୟ ରାଜପଥ ନଂ ୫୭ର ବାଉଁଶୁଣୀ ଥାନା ତାଳସରଡ଼ା ନିକଟରେ ଭାରସାମ୍ୟ ହରାଇ ରାସ୍ତାର ବାମ କଡ଼କୁ ତଳକୁ ଓଲଟି ପଡ଼ିଥିଲା l ଦୁର୍ଘଟଣାରେ ଚାଳକ ବର୍ତ୍ତି ଯାଇଥିବା ବେଳେ ସାର ବସ୍ତାଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିଲା l ବାଉଁଶୁଣୀ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଚାଳକଙ୍କର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe