ଜଳିଗଲା ବିଲାତି ବୋଝେଇ ଟ୍ରକ୍, ଡ୍ରାଇଭର୍ ଓ ହେଲପର୍ ଫେରାର୍

ମୟୂରଭଞ୍ଜର ଜିଲ୍ଲା ଧାଙ୍ଗିଡିଶୋଳ ପଞ୍ଚାୟତ ସଂଚା ନିକଟସ୍ଥ (ଜାତୀୟ ରାଜପଥ ୧୮ )ରେ ଡିଭାଇଡରରେ ଧକ୍କା ଖାଇ ୧୪ ଚକିଆ ବିଲାତି ବୋଝେଇ ଟ୍ରକ ସମ୍ପୂର୍ଣ୍ଣ ଜଳିଯାଇଛି। ବାଙ୍ଗିରିପୋଷି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି।

52f7eff8-ffef-4b00-ac4f-08600923b2d8

ବାଙ୍ଗିରିପୋଷି: ମୟୂରଭଞ୍ଜର ଜିଲ୍ଲା ଧାଙ୍ଗିଡିଶୋଳ ପଞ୍ଚାୟତ ସଂଚା ନିକଟସ୍ଥ (ଜାତୀୟ ରାଜପଥ ୧୮ )ରେ ଡିଭାଇଡରରେ ଧକ୍କା ଖାଇ ୧୪ ଚକିଆ ବିଲାତି ବୋଝେଇ ଟ୍ରକ ସମ୍ପୂର୍ଣ୍ଣ ଜଳିଯାଇଛି।

ମୟୂରଭଞ୍ଜର ଜିଲ୍ଲା ଧାଙ୍ଗିଡିଶୋଳ ପଞ୍ଚାୟତ ସଂଚା ନିକଟସ୍ଥ (ଜାତୀୟ ରାଜପଥ ୧୮ )ରେ ଡିଭାଇଡରରେ ଧକ୍କା ଖାଇ ୧୪ ଚକିଆ ବିଲାତି ବୋଝେଇ ଟ୍ରକ ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି। ଏଣେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।

ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି। ଏଣେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe