ବାଲେଶ୍ୱର: ବିଦ୍ୟୁତ ଆଘାତରେ ଟ୍ରକ ହେଲ୍ପରଙ୍କ ମୃତ୍ୟୁ

Advertisment
ବାଲେଶ୍ୱର: ବିଦ୍ୟୁତ ଆଘାତରେ ଟ୍ରକ ହେଲ୍ପରଙ୍କ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ବଣପାରିଆଗାଁରେ ଥିବା ଜଗନ୍ନାଥ ସିମେଣ୍ଯ ଓ୍ଵାର୍କସକୁ ଆଜି ସକାଳେ ସିମେଣ୍ଟ କଣ୍ଡ ନେବା ପାଇଁ ଏକ ଟ୍ରକ ଆସିୁଥିବାବେଳେ ଓହଳି ପଡ଼ିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଓଆର୦୧ଆର୮୮୦୦ ନମ୍ବର ବିଶିଷ୍ଟ ଟ୍ରକ୍‌ର ହେଲପରଙ୍କ ମୃତ୍ୟୁ ଘଟିଛି। ମୃତ ହେଲପରଙ୍କ ନାମ ଗୁର୍‌ବା ସିଂହ(୨୮ ବର୍ଷ) ତାଙ୍କ ଘର ଭଦ୍ରକ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe